ଓଡିଶା

ଧାନକଳକୁ ଆସିଥିଲେ ମହିଳା: ଭୟାନକ ଅଘଟଣରେ ପ୍ରାଣ ହରାଇଲେ – bajravana

[ad_1]

ଖଡ଼ିଆଳ: ଧାନକଳରେ ମହିଳାଙ୍କ ଶାଢ଼ୀ ଲାଗି ମହିଳାଙ୍କ ଶୋଚନୀୟ ମୃତ୍ୟୁ। ସୂଚନାରୁ ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଗ୍ରାମରେ ଏକ  ଧାନକଳରେ ଶାଢ଼ୀ ଲାଗି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକ ମହିଳାଙ୍କ ମୁଣ୍ଡ ଦେହରୁ ଅଲଗା ହୋଇ ଯାଇଥିଲା।

ମୃତା ମହିଳା ହେଲେ ହୀରାପୁର ଗାଁର ତୁଲସେ ବନ୍ଦୀଛୋର। ଚାଉଳ ପ୍ରସ୍ତୁତି ପାଇଁ ସେ ଧାନକଳକୁ ଧାନ ଆଣିଥିଲେ। ହଠାତ ମହିଳାଙ୍କ ଶାଢ଼ୀ ଧାନକଳରେ ଲାଗି ଯିବାରୁ ଘଟଣାସ୍ଥଳରେ ତୁଲସେଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button