ଓଡିଶା

ବିଷପାନ କରି ମହିଳା ମୃତ, ଅନ୍ୟ ଜଣେ ଗୁରୁତର – bajravana

[ad_1]

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଂଚଳରେ ବିଷ ପିଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ମହିଳା ହେଲେ ଜିରା ନାଏକ(୨୨)।

ସୂଚନଯୋଗ୍ୟ ଯେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କଟୁପିଟ ଗ୍ରାମର ଶଙ୍କର ନାଏକଙ୍କ ସ୍ତ୍ରୀ ଜିରା ନାଏକ(୨୨) ସକାଳେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋରୁମହିଷାଣୀ ପୁଲିସ ଡ଼ାକ୍ତରଖାନା ପହଞ୍ଚି ଶବକୁ ଜବତ କରି କେଶ୍ ନଂ ୪/୨୪ ରେ ଏକ ଅପମତ୍ୟୁ ମାମଲା ରୁଜୁ ହୋଇଛି।

ସେହିପରି ଗୋରୁମହିଷାଣୀ ଥାନା ଅନ୍ତର୍ଗତ ମଢେଇକଚା ଗ୍ରା.ପ ବଡ଼ବିଲ ଗ୍ରାମର ପୂର୍ଣଣଚନ୍ଦ୍ର ନାଏକଙ୍କ ସ୍ତ୍ରୀ ସୁଙ୍କି ନାଏକ(୨୦) ବିଷ ପିଇ ଦେଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button