ଦେଶ ବିଦେଶ

ଭୂକମ୍ପରେ ଥରିଲା ଲଦାଖ : ଏହାର ତୀବ୍ରତା ୫.୨ – bajravana

[ad_1]

ନୂଆଦିଲ୍ଲୀ, ୨୦/୨ : ଲଦାଖର କାର୍ଗିଲ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୧୪୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଥିଲା । ଭୂକମ୍ପର ଗଭୀରତା ଭୂପୃଷ୍ଠଠାରୁ ୧୦ କିଲୋମିଟର ତଳେ ଥିଲା। କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ। ରବିବାର ରାତିରୁ ଲଦାଖରେ ମଧ୍ୟବର୍ତ୍ତୀକାଳୀନ ତୁଷାରପାତ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button