ଦେଶ ବିଦେଶ

କଣ ସଲମାନ ଙ୍କୁ ବେଲ ମିଳିବା ଦରକାର ଯଦି ହଁ ତ କାହିଁକି ଯଦି ନା ତ କାହିଁକି ନୁହେଁ ? ସେୟାର କରନ୍ତୁ ନିଜ ମତାମତ

କୃଷ୍ଣସାର ମୃଗ ଶିକାର ପାଇଁ ସଲମାନ ଖାନଙ୍କୁ ୫ବର୍ଷ ଜେଲ ମିଳିଛି ! ସଲମାନ କଲି ରାତି ଯୋଧପୁର ଜେଲ ରେ କାଟିଛନ୍ତି କଣ ସଲମାନ ଙ୍କୁ ବେଲ ମିଳିବା ଦରକାର ଯଦି ହଁ ତ କାହିଁକି ଯଦି ନା ତ କାହିଁକି ନୁହେଁ ? ସେୟାର କରନ୍ତୁ ନିଜ ମତାମତ ଓଡ଼ିଆ ମୋ ଭାଷା ସହିତ ସଲମାନ ଖାନଙ୍କ ଉପରେ ଦୋଷ ଲାଗିଥିଲା କି ୧ ଅକ୍ଟୋବର ୧୯୯୮ ମସିହାରେ ହମ ସାଥ ସାଥ ହେ ଚଳଚିତ୍ର ସୁଟିଂ ଚାଲିଥିବା ସମୟରେ ଯୋଧପୁର ପାଖ କଂକାନୀ ଗ୍ରାମରେ କଳା ହରିଣ କୁ ମାରିଥିବାର ଅଭିଯୋଗ ହୋଇଛି ! ଏହାକୁ ବନ୍ୟ ଜନ୍ତୁ (ସଂରକ୍ଷଣ ) ଆଇନ ର ଧାରା ୫୧ ରେ ଦୋଷୀ ସାବ୍ୟସ୍ତ କରାଯାଇଛି !

Related Articles

Leave a Reply

Your email address will not be published. Required fields are marked *

Back to top button