ଦେଶ ବିଦେଶ

କଂଗ୍ରେସରୁ ଇସ୍ତଫା ଦେଲେ ଶାମ୍ ପିଟ୍ରୋଡା – bajravana

[ad_1]

ନୂଆଦିଲ୍ଲୀ, ୦୯/୫ : କଂଗ୍ରେସର ଦରିଆପାରି ଶାଖା ମୁଖ୍ଯ ପଦରୁ ଶାମ୍ ପିଟ୍ରୋଡାଙ୍କ ଇସ୍ତଫା । ଇସ୍ତଫା ପତ୍ରକୁ ସେ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠଇଛନ୍ତି। ନିର୍ବାଚନ ଚାଲିଥିବାବେଳେ ବାରମ୍ବାର ବିବାଦୀୟ ବୟାନ ଦେଇ କଂଗ୍ରେସ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ ପିଟ୍ରୋଡା । ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ଖଡଗେ। ଏକ ସାକ୍ଷାତକାରରେ ପିଟ୍ରୋଡା କହିଥିଲେ- ଭାରତ ଏକ ବିଭିନ୍ନତାରେ ଭରା ରାଜ୍ଯ। ଭାରତର ପୂର୍ବ ଦିଗର ଲୋକମାନେ ଚୀନଙ୍କ ପରି ଦେଖାଯାନ୍ତି। ଦକ୍ଷିଣ ଭାରତର ଲୋକମାନେ ଆଫ୍ରିକୀୟଙ୍କ ପରି ଦେଖାଯାନ୍ତି। ପୂର୍ବରୁ ସମ୍ପତ୍ତିଗତ ଅଧିକାର ନେଇ ପିଟ୍ରୋଡା ଦେଇଥିବା ବୟାନ ସାରା ଦେଶରେ ବିବାଦ ସୃଷ୍ଟି କରିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button