ଓଡିଶା

ଓଡ଼ିଆ କଳାକାର ଭାଗବତ ପ୍ରଧାନ, ଗୋପୀନାଥ ସ୍ବାଇଁଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର – bajravana

[ad_1]

ଭୁବନେଶ୍ବର: ଭାରତ ସରକାର ୨୦୨୪ ମସିହା ପାଇଁ ସମ୍ମାନ ଜନକ ପଦ୍ମପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ଏହି ତାଲିକାରେ ୨ ଜଣ ଅଛନ୍ତି। ସେହି ଦୁଇ ପ୍ରତିଭା ହେଲେ ଶବ୍ଦ ନୃତ୍ୟର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ଓ ଲୋକନାଟକ ‘କୃଷ୍ଣ ଲୀଲା’ କଳାକାର ଗୋପୀନାଥ ସ୍ବାଇଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button