ଏମିତି କେଉଁ କାମ ଅଛି ଯାହା ମଣିଷ ମରିବା ପରେ ମଧ୍ୟ କରିପାରେ ?
ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।
1- କେଉଁ ମାଛ କୁ ଖାଇବା ପାଇଁ ଲାଇସେନ୍ସ ନେବାକୁ ପଡିଥାଏ ?
2- ଭୋଜପୁରୀ କେଉଁ ଦେଶର ରାଷ୍ଟ୍ର ଭାଷା ଅଟେ ?
ଉତ୍ତର- ମୋରିଶେଷ ।
3- କେଉଁ ଜୀବ ର ଗର୍ଭକାଳ ମାତ୍ର 21 ଦିନ ହୋଇଥାଏ ?
ଉତ୍ତର- ମୂଷା ।
4- ଭାରତରେ ଆମ୍ବ ର ସବୁଠୁ ଅଧିକ ଉତ୍ପାଦନ କେଉଁ ରାଜ୍ୟରେ ହୋଇଥାଏ ?
ଉତ୍ତର- ଉତ୍ତର ପ୍ରଦେଶ ।
5- କଣ ଆପଣ ଜାଣିଛନ୍ତି କି ଶ୍ୟାମସଙ୍ଗ କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର- କୋରିୟା ।
6- ସବୁଠୁ ଅଧିକ କେଉଁ ପାସୱାର୍ଡ ର ପ୍ରୟୋଗ କରାଯାଏ ?
ଉତ୍ତର- 12345 ।
7- ଭାରତରେ କେତୋଟି ଜାଗାରେ କୁମ୍ଭ ମେଳା ଲାଗିଥାଏ ?
ଉତ୍ତର- 4ଟି ।
8- ଭାରତରେ ସବୁଠୁ ପ୍ରଥମେ ବିଜୁଳିରେ ଚାଲିଥିବା ଟ୍ରେନ କେବେ ଚାଲିଥିଲା ?
ଉତ୍ତର- ଫେବୃଆରି 3 1925 ।
9- ଭାରତରେ କେଉଁ ରାଜ୍ୟରେ ସବୁଠୁ କମ ବର୍ଷା ହୁଏ ?
ଉତ୍ତର- ରାଜସ୍ଥାନ ।
10- ପେଟ୍ରୋଲ ର ଆବିଷ୍କାର କିଏ କରିଥିଲେ ?
ଉତ୍ତର- କୋଲ ବେଚ ।
11- ବିଶ୍ବରେ ସବୁଠୁ ଦାମୀ ଫଳ କେଉଁ ଦେଶରେ ମିଳିଥାଏ ?
ଉତ୍ତର- ଜାପାନ ।
12- କେଉଁ ଦେଶର ଲୋକେ ସବୁଠୁ ଅଧିକ ସୋଇଥାନ୍ତି ?
ଉତ୍ତର- ଫ୍ରାନ୍ସ ।
13- ଚାନ୍ଦ ରେ ଏବେ ଯାଏଁ କେତେ ଜଣ ଯାଇଛନ୍ତି ?
ଉତ୍ତର- 12 ଜଣ ।
14- ମାଇକ୍ରୋୱେବ ରେ ରନ୍ଧା ଯାଇଥିବା ପ୍ରଥମ ଖାଦ୍ଯର ନାମ କଣ ?
ଉତ୍ତର- ପାପାଜକର୍ଣ୍ଣ ।
15- ଭାରତରେ ମୋଟ କେତୋଟି ଟ୍ରେନ ଅଛି ?
ଉତ୍ତର- 12617 ଟି ।
16- କେଉଁ ଦେଶର ଲୋକ ସାପକୁ ମାରି ଖାଇଥାନ୍ତି ?
ଉତ୍ତର- ସ୍ପେନ ।
17- ମହୁମାଛିର ପସନ୍ଦୀୟ ରଙ୍ଗ କଣ ?
ଉତ୍ତର- ହଳଦିଆ ।
18- ବାହାଘରରେ ବର କୁ ପଇସାର ମାଳା କାହିଁକି ପିନ୍ଧା ଯାଇଥାଏ ?
ଉତ୍ତର- ଶୁଭ ମାନା ଯାଇଥାଏ ।
19- ରାତିରେ ଶୋଇବା ସମୟରେ ଗୁଜୁରାତି କାହିଁକି ଖିଆଯାଏ ?
ଉତ୍ତର- କେଶ ଝଡିବା ବନ୍ଦ ହୁଏ ।
20- ଭାରତରେ ଏରୋପ୍ଳେନ ପାଏଲଟ ଙ୍କର ଦରମା କେତେ ?
ଉତ୍ତର- ଦେଢ ଲକ୍ଷରୁ 8 ଲକ୍ଷ ।
21- ଧୂଆଁ ଆଖି ରେ ବାଜିଲେ କାହିଁକି ପୋଡିଥାଏ ?
ଉତ୍ତର- ଧୂଆଁରେ ଥିବା କାର୍ବନ କାରଣରୁ ।
22- ଜିମ ରେ ଆଇନା କାହିଁକି ଲଗା ଯାଇଥାଏ ?
ଉତ୍ତର- ଶରୀରର ଠିକ ମୁଭମେଣ୍ଟ ଦେଖିବା ପାଇଁ ।
23- ଏମିତି କେଉଁ କାମ ଅଛି ଯାହା ମଣିଷ ମରିବା ପରେ ମଧ୍ୟ କରିପାରେ ?
ଉତ୍ତର- ଅଙ୍ଗ ଦାନ ।