ଓଡିଶା

ଆଇପିଏସ୍ ସ୍ତରରେ ଅଦଳବଦଳ – bajravana

[ad_1]

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଏହିକ୍ରମେ ଅରୁଣ ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବାବେଳେ ଅମୃତ ମୋହନ ପ୍ରସାଦଙ୍କୁ ଜେଲ ବିଭାଗ ଡିଜି ନିଯୁକ୍ତ କରାଯାଇଛି । ସେହିପରି ଲଳିତ ଦାସ ଏଚଆରପିସି, ଉମାଶଙ୍କର ଦାସ ଡିଆଇଜି ଏସଆଇଡବ୍ଲ୍ୟୁ ଓ ବ୍ରିଜେଶ କୁମାର ରାୟଙ୍କୁ ଅତିରିକ୍ତ ପୁଲିସ କମିଶନର ଭାବେ ଦାୟିତ୍ୱ ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button