ଦେଶ ବିଦେଶ

ଖାଇକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍‌ : ୫ ମୃତ – bajravana

[ad_1]

ନୂଆଦିଲ୍ଲୀ, ୦୯/୧୦ : ଉତ୍ତରପ୍ରଦେଶରର ନୈନିତାଲରେ ଘଟିଛି ଏକ ବଡ ଧରଣର ବସ୍‌ ଦୁର୍ଘଟଣା । ଖାଇକୁ ବସ୍ ଗଳିପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ଏହି ଦୁର୍ଘଟଣାରେ ୨୭ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୪ ଜଣ ନିଖୋଜ ଥିବା ସୂଚନା ମିଳିଥିଲା। ହରିୟାଣାର ଏକ ସ୍କୁଲ ପିଲା ଓ କର୍ମଚାରୀମାନେ ନୈନିତାଲକୁ ବୁଲିବା ପାଇଁ ଆସିଥିଲେ। ରବିବାର ରାତିରେ ଏକ ବସ୍ ଖାଲରେ ପଡ଼ିଥିବାର ପୋଲିସ ସୂଚନା ପାଇଥିଲା। ଏହା ପରେ ସ୍ଥାନୀୟ ପୋଲିସ ଏସଡିଆରଏଫକୁ ଏ ସମ୍ପର୍କରେ ସୂଚନା ଦେଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button