ଦେଶ ବିଦେଶ

ଭାରତ-କାନାଡ଼ା ବିବାଦ ମଧ୍ୟରେ କମିଲା ମସୁର ଡାଲି ଆମଦାନୀ – bajravana

[ad_1]

ନୂଆଦିଲ୍ଲୀ: ହରଡ଼ ଓ ମୁଗ ଡାଲି ପରେ ମଶୁର ଡାଲି ଦର ମଧ୍ୟ ବଢ଼ିବାରେ ଲାଗିଛି । ସେଥିପାଇଁ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ସରକାର ବେପାରୀଙ୍କ ଲାଗି ମସୁର ଡାଲି ଷ୍ଟୋକ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଛନ୍ତି ।

କାନାଡ଼ାଠାରୁ ଭାରତ ବଡ଼ ଆକାରରେ ମସୁର ଡାଲି ଆମଦାନୀ କରିଥାଏ । କିନ୍ତୁ ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ଅଭିଯୋଗ ଭାରତୀୟ ଏଜେଣ୍ଟ ଉପରେ ଲଗାଇଥିଲେ । ପରେ ଭାରତକୁ ମସୁର ଡାଲି ବିକିବାର ଗତି କାନାଡ଼ା କମାଇ ଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button