ଓଡିଶା

ଓଡ଼ିଶା ବିଧାନସଭାରେ ମହିଳା ବିଧାୟିକା – bajravana

[ad_1]

ମହିଳା ସଂରକ୍ଷଣ ବିଲ୍ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମ ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହେବା ଅବସରରେ ପଛକୁ ଫେରି ଚାହିଁଲେ…

୧. ୰ସରଳା ଦେବୀ: (୧୯୩୭-୧୯୪୫)
୨. ୰ଏ. ଲକ୍ଷ୍ମୀବାଇ: (୧୯୩୭-୧୯୪୫), (୧୯୪୬-୧୯୫୨)
୩. ୰ଆନି କ୍ୟାଥ୍ରିନ୍ ମୁର୍ନୋ: (୧୯୪୬-୧୯୫୨)
୪. ୰ପ୍ରିୟମ୍ବଦା ଦେବୀ: (୧୯୪୬-୧୯୫୨)
୫. ୰ରମା ରାଜ କୁମାରୀ: ୧ମ (୧୯୫୨-୧୯୫୭)
୬. ୰ସରସ୍ବତୀ ଦେବୀ: ୧ମ (୧୯୫୨-୧୯୫୭)
୭. ୰ବସନ୍ତ ମଞ୍ଜରୀ ଦେବୀ: ୧ମ (୧୯୫୨-୧୯୫୭); ୨ୟ (୧୯୫୭-୧୯୬୧)
୮. ୰ରାଣୀ ଜ୍ୟୋର୍ତିମଞ୍ଜରୀ ଦେବୀ: ୨ୟ (୧୯୫୭-୧୯୬୧)
୯. ୰ରାଣୀ ସାହେବା କନକଲତା ଦେବୀ: ୨ୟ (୧୯୫୭-୧୯୬୧)
୧୦. ୰ଅନଙ୍ଗ ମଞ୍ଜରୀ ଦେବୀ: ୨ୟ (୧୯୫୭-୧୯୬୧)
୧୧. ୰ରତ୍ନପ୍ରଭା ଦେବୀ: ୨ୟ (୧୯୫୭-୧୯୬୧); ୩ୟ (୧୯୬୧-୧୯୬୭); ୪ର୍ଥ (୧୯୬୭-୧୯୭୧)
୧୨. ୰ରତ୍ମମାଳି ଜେମା: ୩ୟ (୧୯୬୧-୧୯୬୭)
୧୩. ନବକୁମାରୀ ଦେବୀ: ୩ୟ (୧୯୬୧-୧୯୬୭)
୧୪. ସରସ୍ବତୀ ପ୍ରଧାନ: ୩ୟ (୧୯୬୧-୧୯୬୭); ୪ର୍ଥ (୧୯୬୭-୧୯୭୧)
୧୫. ୰ସତ୍ୟଭାମା ଦେଇ: ୪ର୍ଥ (୧୯୬୭-୧୯୭୧)
୧୬. ୰ସୁଭଦ୍ରା ମହତାବ: ୪ର୍ଥ (୧୯୬୭-୧୯୭୧)
୧୭. ୰ଆନନ୍ଦମଞ୍ଜରୀ ଦେବୀ: ୪ର୍ଥ (୧୯୬୭-୧୯୭୧); ୭ମ (୧୯୭୭-୧୯୮୦)
୧୮. ୰ନନ୍ଦିନୀ ଶତପଥୀ: ୫ମ (୧୯୭୧-୧୯୭୩); ୬ଷ୍ଠ (୧୯୭୪-୧୯୭୭); ୭ମ (୧୯୭୭-୧୯୮୦); ୮ମ (୧୯୮୦-୧୯୮୫); ୯ମ (୧୯୮୫-୧୯୯୦); ୧୦ମ (୧୯୯୦-୧୯୯୫); ୧୧ଶ (୧୯୯୫-୨୦୦୦)
୧୯. ୰ସୁଧାଂଶୁମାଳିନୀ ରାୟ: ୬ଷ୍ଠ (୧୯୭୪-୧୯୭୭)
୨୦. ୰ସୈରିନ୍ଦ୍ରୀ ନାୟକ: ୬ଷ୍ଠ (୧୯୭୪-୧୯୭୭); ୭ମ (୧୯୭୭-୧୯୮୦)
୨୧. ୰କିରଣ ଲେଙ୍କା ମହାନ୍ତି: ୭ମ (୧୯୭୭-୧୯୮୦)
୨୨. ୰ରତ୍ନ ମଞ୍ଜରୀ ଦେବୀ: ୭ମ (୧୯୭୭-୧୯୮୦)
୨୩. ୰ରାସମଞ୍ଜରୀ ଦେବୀ: ୭ମ (୧୯୭୭-୧୯୮୦)
୨୪. ୰ଫୁଲମଣୀ ସାନ୍ତା: ୮ମ (୧୯୮୦-୧୯୮୫)
୨୫. ୰ଚନ୍ଦ୍ରମା ସାନ୍ତା: ୮ମ (୧୯୮୦-୧୯୮୫); ୯ମ (୧୯୮୫-୧୯୯୦)
୨୬. ସରସ୍ବତୀ ହେମ୍ବ୍ରମ୍: ୮ମ (୧୯୮୦-୧୯୮୫); ୯ମ (୧୯୮୫-୧୯୯୦); ୧୧ଶ (୧୯୯୫-୨୦୦୦)
୨୭. ପରମା ପୂଜାରୀ: ୮ମ (୧୯୮୦-୧୯୮୫); ୯ମ (୧୯୮୫-୧୯୯୦); ୧୧ଶ (୧୯୯୫-୨୦୦୦); ୧୨ଶ (୨୦୦୦-୨୦୦୪)
୨୮. ୰ଫ୍ରିଡା ଟୋପ୍ନୋ: ୯ମ (୧୯୮୫-୧୯୯୦)
୨୯. ୰ଭଗବତୀ ପୂଜାଟରୀ: ୯ମ (୧୯୮୫-୧୯୯୦)
୩୦. ଉମାରାଣୀ ପାତ୍ର: ୯ମ (୧୯୮୫-୧୯୯୦)
୩୧. ୰କିଶୋରୀମଣି ସିଂ: ୧୦ମ (୧୯୯୦-୧୯୯୫)
୩୨. ୰ଶାନ୍ତି ଦେବୀ: ୧୦ମ (୧୯୯୦-୧୯୯୫)
୩୩. ପାଟ ନାୟକ: ୧୦ମ (୧୯୯୦-୧୯୯୫)
୩୪. ସୁଶ୍ରୀ ଦେବୀ: ୧୦ମ (୧୯୯୦-୧୯୯୫)
୩୫. ଡ. କମଳା ଦାସ: ୧୦ମ (୧୯୯୦-୧୯୯୫); ୧୧ଶ (୧୯୯୫-୨୦୦୦); ୧୨ଶ (୨୦୦୦-୨୦୦୪)
୩୬. ୰ପ୍ରେମଲତା ମହାପାତ୍ର: ୧୧ଶ (୧୯୯୫-୨୦୦୦)
୩୭. ଇନ୍ଦୁରାଣୀ ମହାପାତ୍ର: ୧୧ଶ (୧୯୯୫-୨୦୦୦)
୩୮. ବିଜୟଲକ୍ଷ୍ମୀ ସାହୁ: ୧୧ଶ (୧୯୯୫-୨୦୦୦)
୩୯. ରୋଶନି ସିଂଦେଓ: ୧୧ଶ (୧୯୯୫-୨୦୦୦); ୧୨ଶ (୨୦୦୦-୨୦୦୪)
୪୦. ମନ୍ଦାକିନୀ ବେହେରା: ୧୨ଶ (୨୦୦୦-୨୦୦୪)
୪୧. ବିଷ୍ଣୁପ୍ରିୟା ବେହେରା: ୧୨ଶ (୨୦୦୦-୨୦୦୪)
୪୨. ନିବେଦିତା ପ୍ରଧାନ: ୧୨ଶ (୨୦୦୦-୨୦୦୪)
୪୩. ୰ଉଷାରାଣୀ ପଣ୍ଡା: ୧୧ଶ (୧୯୯୫-୨୦୦୦); ୧୨ଶ (୨୦୦୦-୨୦୦୪)
୪୪. ଦ୍ରୌପଦୀ ମୁର୍ମୁ: ୧୨ଶ (୨୦୦୦-୨୦୦୪); ୧୩ଶ (୨୦୦୪-୨୦୦୯) (ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି)
୪୫. ବିଜୟଲକ୍ଷ୍ମୀ ପଟ୍ଟନାୟକ: ୧୨ଶ (୨୦୦୦-୨୦୦୪); ୧୩ଶ (୨୦୦୪-୨୦୦୯)
୪୬. ଅଜୟନ୍ତୀ ପ୍ରଧାନ: ୧୩ଶ (୨୦୦୪-୨୦୦୯)
୪୭. ହେମା ଗମାଙ୍ଗ: ୧୩ଶ (୨୦୦୪-୨୦୦୯)
୪୮. ସଂଚିତା ମହାନ୍ତି: ୧୩ଶ (୨୦୦୪-୨୦୦୯)
୪୯. ପ୍ରମିଳା ଗିରି: ୧୩ଶ (୨୦୦୪-୨୦୦୯)
୫୦. ସୁରମା ପାଢ଼ୀ: ୧୩ଶ (୨୦୦୪-୨୦୦୯)
୫୧. ସୁଷମା ପଟେଲ: ୧୩ଶ (୨୦୦୪-୨୦୦୯)
୫୨. ସରୋଜିନୀ ହେମ୍ବ୍ରମ୍: ୧୪ଶ (୨୦୦୯-୨୦୧୪)
୫୩. ସିପ୍ରା ମଲ୍ଲିକ: ୧୪ଶ (୨୦୦୯-୨୦୧୪)
୫୪. ମମତା ମାଢ଼ୀ: ୧୨ଶ (୨୦୦୦-୨୦୦୪); ୧୪ଶ (୨୦୦୯-୨୦୧୪)
୫୫. ଅଂଜଳି ବେହେରା: ୧୨ଶ (୨୦୦୦-୨୦୦୪); ୧୩ଶ (୨୦୦୪-୨୦୦୯); ୧୪ଶ (୨୦୦୯-୨୦୧୪)
୫୬. ଭି. ସୁଜ୍ଞାନ କୁମାରୀ ଦେଓ: ୩ୟ (୧୯୬୧-୧୯୬୭); ୬ଷ୍ଠ (୧୯୭୪-୧୯୭୭); ୭ମ (୧୯୭୭-୧୯୮୦); ୯ମ (୧୯୮୫-୧୯୯୦); ୧୦ମ (୧୯୯୦-୧୯୯୫); ୧୧ଶ (୧୯୯୫-୨୦୦୦); ୧୨ଶ (୨୦୦୦-୨୦୦୪); ୧୩ଶ (୨୦୦୪-୨୦୦୯); ୧୪ଶ (୨୦୦୯-୨୦୧୪); ୧୫ଶ (୨୦୧୪-୨୦୧୯)
୫୭. ରାଧାରାଣୀ ପଣ୍ଡା: ୧୫ଶ (୨୦୧୪-୨୦୧୯)
୫୮. ବାସନ୍ତୀ ମଲ୍ଲିକ: ୧୫ଶ (୨୦୧୪-୨୦୧୯)
୫୯. ନନ୍ଦିନୀ ଦେବୀ: ୧୫ଶ (୨୦୧୪-୨୦୧୯)
୬୦. ରାଜଶ୍ରୀ ମଲ୍ଲିକ: ୧୫ଶ (୨୦୧୪-୨୦୧୯)
୬୧. ରାଶେଶ୍ବରୀ ପାଣିଗ୍ରାହୀ: ୧୫ଶ (୨୦୧୪-୨୦୧୯)
୬୨. ରୀତା ସାହୁ: ୧୫ଶ (୨୦୧୪-୨୦୧୯); ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୬୩. ସାବିତ୍ରୀ ଅଗ୍ରଓ୍ବାଲା: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୬୪. ଅଳକା ମହାନ୍ତି: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୬୫. ବାସନ୍ତୀ ହେମ୍ବ୍ରମ୍: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୬୬. କୁସୁମ ଟେଟେ: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୬୭. ଲତିକା ପ୍ରଧାନ: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୬୮. ମଞ୍ଜୁଳା ସ୍ବାଇଁ: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୬୯. ମିନାକ୍ଷୀ ମହାନ୍ତ: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୭୦. ପଦ୍ମିନୀ ଦିଆନ: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୭୧. ବର୍ଷା ସିଂ ବରିହା: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୭୨. ଦିପାଳୀ ଦାସ: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୭୩. ସୁନନ୍ଦା ଦାସ: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୭୪. ସୂର୍ଯ୍ୟମଣି ବୈଦ୍ୟ: ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୭୫. ଉଷା ଦେବୀ: ୧୦ମ (୧୯୯୦-୧୯୯୫); ୧୨ଶ (୨୦୦୦-୨୦୦୪); ୧୩ଶ (୨୦୦୪-୨୦୦୯); ୧୪ଶ (୨୦୦୯-୨୦୧୪); ୧୫ଶ (୨୦୧୪-୨୦୧୯); ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୭୬. ପ୍ରମିଳା ମଲ୍ଲିକ: ୧୦ମ (୧୯୯୦-୧୯୯୫); ୧୨ଶ (୨୦୦୦-୨୦୦୪); ୧୩ଶ (୨୦୦୪-୨୦୦୯); ୧୪ଶ (୨୦୦୯-୨୦୧୪); ୧୫ଶ (୨୦୧୪-୨୦୧୯); ୧୬ଶ (୨୦୧୯-ଏପର୍ଯ୍ୟନ୍ତ) (ବର୍ତ୍ତମାନ ନିର୍ବାଚିତ ପ୍ରଥମ ମହିଳା ବାଚସ୍ପତି)
୭୭. ସ୍ନେହାଙ୍ଗିନୀ ଛୁରିଆ: ୧୫ଶ (୨୦୧୪-୨୦୧୯); ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୭୮. ସୀମାରାଣୀ ନାୟକ: ୧୫ଶ (୨୦୧୪-୨୦୧୯); ୧୬ଶ (୨୦୧୯-ଏପର୍ଯ୍ୟନ୍ତ)
୭୯. ଟୁକୁନି ସାହୁ: ୧୫ଶ (୨୦୧୪-୨୦୧୯); ୧୬ଶ (୨୦୧୯-ଏପର୍ଯ୍ୟନ୍ତ)



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button