ଆପଣଙ୍କ ଓଜନ ଅନୁସାରେ ଦିନ ସାରା କେତେ ପାଣି ପିଇବା ଦରକାର ? ଜାଣନ୍ତୁ !
ଆମେ ସମସ୍ତେ ଜାଣିଚୁ କି ପାଣି ପିଇବା ଆମ ପାଇଁ କେତେ ଜରୁରୀ ! ପାଣି ବିନା କୌଣସି ବି ମନୁଷ୍ୟ ଜୀବିତ ରହିପାରନ୍ତି ନାହିଁ ! କେବଳ ମଣିଷ ନୁହେ କୌଣସି ଜୀବ ଜନ୍ତୁ ବି ଜୀବିତ ରହିପାରିବେନି !କଣ ଆପଣ ଜାଣନ୍ତି କି ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଯାଏ ! ହଁ ଆଜ୍ଞା ସମସ୍ତଙ୍କ ଶରୀରରେ ପାଣି ର ଆବଶ୍ୟକତା ଅଲଗା ଅଲଗା ରହିଥାଏ !ଆମ ଶରୀର ପାଇଁ ପାଣି ର କେତେ ଆବଶ୍ୟକତା ରହିଛି ତାହା ଆମ ଓଜନ ରୁ ଜଣା ପଡେ ! ତାହେଲେ ଚାଲନ୍ତୁ ଜାଣିବା ପଣଙ୍କ ଓଜନ ଅନୁସାରେ ଆପଣଙ୍କୁ କେତେ ମାତ୍ରାରେ ପାଣି ପିଇବା ର ଆବଶ୍ୟକତା ରହିଛି !
ଆପଣଙ୍କ ଶରୀରରେ ପାଣି ର କେତେ ମାତ୍ରା ଆବଶ୍ୟକତା ରହିଛି ତାହା ଜାଣିବା ପାଇଁ ପ୍ରଥମେ ଆପଣଙ୍କୁ ଆପଣଙ୍କ ଓଜନ ଜାଣିବା ନିହାତି ଦରକାର! ଆପଣ ଆପଣଙ୍କ ଓଜନ କୁ ୩୦ ସହ ଭାଗ କରାନ୍ତୁ ଯେତେ ବାହାରିବା ସେତିକି ମାତ୍ରା ପାଣି ପିଅନ୍ତୁ ଯେପରି 60kg ଓଜନ ଥିବା ବ୍ୟକ୍ତି ପ୍ରତିଦିନ ୨ଲିଟର ପାଣି ପିଇବା ନିହାତି ଦରକାର !
୧ରୁ ୮ ବର୍ଷ ବୟସର ପିଲା ଙ୍କୁ ୧.୩ ଲିଟର ରୁ ୧.୭ ଲିଟର ପର୍ଯ୍ୟନ୍ତ ପାଣି ପିଇବା ଦରକାର !୯ରୁ ୧୭ ବର୍ଷ ଭିତରେ ଥିବା ପିଲାଙ୍କୁ କମ ସେ କମ ଅଢେଇ ଲିଟର ପାଣି ପିଇବା ଆବଶ୍ୟକ ! ୨୧ ରୁ ଆରମ୍ଭ କରି ୬୦ ବର୍ଷ ଯାଇଁ ସମସ୍ତେ ପ୍ରତିଦିନ ୨ରୁ ୩ଲିଟର ପାଣି ପିଇବା ଆବଶ୍ୟକ !
ବନ୍ଧୁଗଣ ଆପଣଙ୍କୁ ଯଦି ଆମର ଏହି ତଥ୍ୟ ଭଲ ଲାଗିଥିବା ନିଶ୍ଚୟ କମେନ୍ଟ କରି ଜଣେଇବେ !