ଓଡିଶା

ବାରିପଦା ମେଡିକାଲରେ ଅଗ୍ନିକାଣ୍ଡ – bajravana

[ad_1]

ବାରିପଦ ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ । ମେଡିକାଲର ତୃତୀୟ ମହଲା ପ୍ରସୂତୀ ବିଭାଗରେ ଲାଗିଛି ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ,ରୋଗୀଙ୍କୁ ଉଦ୍ଧର ପାଇଁ ପ୍ରୟାସ ଜାରି । ପୁରା ଅଞ୍ଚଳ ଧୂଆଁମୟ , ନିଆଁ ଲିଭାଇବାକୁ ଦମକଳବାହିନୀ ନିୟୋଜିତ । ଆଇସିୟୁ ଓ ୱାର୍ଡରେ ଥିବା ରୋଗୀଙ୍କୁ ସ୍ଥାନାନ୍ତର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button