ଓଡିଶା

ଭୁବନେଶ୍ଵର AIIMS ଛାତରୁ ଡେଇଁ ରୋଗୀ ମୃତ…

ଭୁବନେଶ୍ୱର : ଏମ୍ସ (AIIMS) ହସ୍ପିଟାଲ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ ଏବଂ ସେ ଏମ୍ସର ପ୍ଲାଷ୍ଟିକ୍ ସର୍ଜରୀ ବିଭାରେ ଚିକିତ୍ସିତ ହେଉଥିଲେ ।

କିନ୍ତୁ ଶନିବାର ମଧ୍ୟାହ୍ନରେ ସର୍ଜରୀ ବିଭାରଗ ୫ମ ମହଲାରେ ବୁଲୁଥିବା ବେଳେ ଡ଼େଇଁପଡ଼ିଥିଲେ । ଆଉ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କେଉଁ କାରଣରୁ ଡେଇଁଥିଲେ କାରଣ ଜଣାପଡ଼ିନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button