ଓଡିଶା

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରାଟ କାୟ ସାର୍କ ମାଛ

ଜଳେଶ୍ବର : ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତୀ ଦୀଘା ବେଳାଭୂମିରେ ମତ୍ସ୍ୟଜୀବୀ ଜାଲରେ ପଡିଲା ଏକ ବିରାଟ କାୟ ସାର୍କ ମାଛ । ଯାହାର ଓଜନ ପ୍ରାୟ 3 କୁଇଣ୍ଟାଲ ହେବା ସହିତ 7 ଫୁଟ ଲମ୍ଭ ରହିଛି । ଏହି ମାଛଟିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ଦୀଘା ମୁହାଣରେ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଏହି ମାଛଟିକୁ ନିଲାମ କରାଯାଉଥିବା ବେଳେ ପଶ୍ଚିମବଙ୍ଗର ଏକ କମ୍ପାନୀ ନେଇଥିବା ଦେଖିଵାକୁ ମିଳିଛି । ଏହି ମାଛ ଔଷଧ ବ୍ୟବହୃତରେ କାର୍ଯ୍ୟରେ ଲାଗୁଥିବାରୁ ମାଛର ଅଧିକ ମୂଲ୍ୟ ହୋଇଥାଏ । ମତ୍ସ୍ୟଜୀବିଙ୍କ ଜାଲରେ ଏହି ମାଛଟି ଲାଗିଥିବା ବେଳେ ସେମାନଙ୍କୁ କୂଳକୁ ଆସିବା ପାଇଁ ଜୀବନ ମରଣ ସହିତ ସମୁଦ୍ର ରେ ସଂଗ୍ରାମ କରିବାକୁ ପଡିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button