ଦେଶ ବିଦେଶ

ସ୍ତ୍ରୀକୁ ଚରମ ସୁଖ ପ୍ରଦାନ କରିବାକୁ ଚାହୁଁଥିଲେ-

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଟିପ୍ସ ଯାହା ସବୁ ପୁରୁଷଙ୍କର ଜୀବନରେ ଆଣିଦେବ ଖୁସି । ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଶାରୀରିକ ସମ୍ପର୍କ ଏକ ସାଧାରଣ କଥା । କିନ୍ତୁ ଆଜି କାଲି ଲୋକମାନେ ବାହାର ଖାଦ୍ଯ ଖାଇବା ଦ୍ଵାରା ଏବଂ ନିଶା ଦ୍ରବ୍ଯର ସେବନ କରିବା ଦ୍ଵାରା ସେମାନଙ୍କ ପୁରୁଷତ୍ଵ ଶକ୍ତି କୁ କ୍ଷୀଣ କରି ଦେଉଛି । ବୟସ ଅଧିକ ହେଲେ ଏଭଳି ହେବା ସ୍ଵାଭାବିକ କିନ୍ତୁ ଆଜିକାଲି ଯୁବପିଢି ମାନଙ୍କର ଏଭଳି ସମସ୍ଯା ଏକ ଦୁଃଖଦ ଘଟଣା ଅଟେ ।

 

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଔଷଧ କହିବୁ ତାକୁ ଖାଇବା ଦ୍ଵାରା ଆପଣଙ୍କର ପୁରୁଷତ୍ଵ ଅକ୍ଷୁଣ ରହିବ । ଆପଣ ୨୫ ବର୍ଷ ଯୁବକ ହୁଅନ୍ତୁ କିମ୍ବା ୫୫ ବର୍ଷ ମଧ୍ୟ ବୟସ୍କ ହୁଅନ୍ତୁ; ଆପଣଙ୍କ ଠାରେ ଏକ ଅଲଗା ପ୍ରକାରର ଶକ୍ତି ପରିଲକ୍ଷିତ ହେବ । ଏବଂ ଆପଣ ନିଜ ଜୀବନସାଥିଙ୍କୁ ଚରମ ସୁଖ ଦେଇ ପାରିବେ । ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ ।

 

ଅଁଳା ପାଉଡର ଓ ହଳଦି ଗୁଣ୍ଡ :
ଅଁଳାରେ ଭିଟାମିନ C, ପୋଲିଭିଲର୍ସ, ଆଇରନ, ଭିଟାମିନ B, କେରଟିନ ଏବଂ ଜୀଙ୍କ ଭଳି ପୋଷାକ ତତ୍ୱ ମିଳିଥାଏ । ହଳଦୀରେ ମଧ୍ୟ ବୋହୁ ପ୍ରକାରର ଔଷଧୀୟ ଗୁଣ ରହିଥାଏ । ଯାହା ଆପଣଙ୍କ ପାଇଁ ରାମବାଣ ସାବ୍ୟସ୍ତ ହୋଇପାରେ । ଯାହା ପୁରୁଷଙ୍କ ସବୁ ପ୍ରକାର ସମସ୍ୟାକୁ ସମାଧାନ କରିପାରେ । ତେବେ ଏହାକୁ ଆପଣ ସେବନ କେମିତି କରିବେ ଆସନ୍ତୁ ଜାଣିବା- ୧ ଚାମଚ ଅଁଳା ପାଉଡରକୁ ଏକ ଗ୍ଲାସ୍ ପାଣିରେ ରାତି ସାରା ଭିଯାଇ ରଖନ୍ତୁ । ସକାଳୁ ସେହି ପାଣିକୁ ଛାଣି ଅଲଗା କରି ଦିଅନ୍ତୁ । ସେଥିରେ ଅଳ୍ପ ହଳଦୀ ଗୁଣ୍ଡ ମିଶାନ୍ତୁ, ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଧ୍ୟାନ ଦେବେ କି ହଳଦୀ ଗୁଣ୍ଡ ବହୁତ କମ ପରିମାଣ ହିଁ ନେବେ ନଚେତ ଏହା ଆପଣଙ୍କ ପାଇଁ ଖରାପ ମଧ୍ୟ ହୋଇପାରେ

Related Articles

Leave a Reply

Your email address will not be published. Required fields are marked *

Back to top button