ଦେଶ ବିଦେଶ

ରାତିରେ ବିନା କପଡାରେ ଶୋଇବାର ଫାଇଦା ଜାଣିଲେ ଆପଣ ବିଶ୍ଵାସ କରିପାରିବେନି – ଏବେ ହିଁ ଜାଣି ନିଅନ୍ତୁ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବାକୁ ଯାଉଛୁ । ଯାହାର ଫାଇଦା ବିଷୟରେ ଆପଣ କେବେ ସ୍ଵପ୍ନରେ ବି ଭାବି ନଥିବେ । ଆଜ୍ଞା ହଁ ଦିନର ଆରମ୍ଭ ସେତେବେଳେ ଭଲରେ ହୁଏ ଯେବେ ରାତ୍ରିରେ ଶୋଇବା ଠିକ ହୋଇଥାଏ, ବା ଶାନ୍ତିର ଏନଆଇଡ଼ି ହୋଇଥାଏ । କିଛି ଲୋକଙ୍କର ନିଦ୍ରା ଜନିତ ସମସ୍ୟା ମଧ୍ୟ ଅଛି । କାହାକୁ ରାତିରେ ଠିକ ସେ ନିଦ ହୁଏ ନାହିଁ ତ କାହାକୁ ନିଦରେ ଚାଲିବାର ରୋଗ ଅଛି । ଏହିଭଳି ଭିନ୍ନ ଭିନ୍ନ ରୋଗ ଦେଖିବାକୁ ମିଳେ ଭିନ୍ନ ଭିନ୍ନ ଲୋକମାନଙ୍କ ପାଖରେ ।

ତେବେ ଏହି ଶୋଇବାରେ ଯେଉଁମାନେ ଅସୁବିଧା ଅନୁଭବ କରୁଛନ୍ତି ସେଇ ମାନଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ଏକ ଉପାୟ, ଯାହା କରିବା ଦ୍ଵାରା ଆପଣଙ୍କର ଭଲ ନିଦ୍ରା ହେବା ସହ ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିବ । ଆମେ ଯେଉଁ କଥା କହିବାକୁ ଯାଉଛୁ ତାହା ଶୁଣି ଆପଣ ଲାଜ କରି ପାରନ୍ତି କିନ୍ତୁ ନିଜ ଜୀବନରେ ଏହାକୁ ମାନି ଚଳିଲେ ଅନେକ ରୋଗ ଆପଣଙ୍କର ବିଏଚଏଲ ହୋଇଯିବ । ତେବେ ଆଜି ଆମେ ଆପଣଙ୍କୁ ବିନା କପଡାରେ ଶୋଇବାର ଫାଇଦା ବିଷୟରେ ଆଜି ଅବଗତ କରାଇବାକୁ ଯାଉଛୁ । ସ୍ବାସ୍ଥ ବିଶେଷଜ୍ଞ ଙ୍କର ମତ ଦ୍ବାରା ଜଣା ଯାଉଛି ବିନା କପଡାରେ ରାତିରେ ଶୋଇଲା ପରେ ଆପଣ ମାନଙ୍କର ନିନ୍ଦ ଭଲ ଭାବରେ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ବୀନା କପଡାରେ ଶୋଇବାର ଫାଇଦା

1- ପ୍ରଥମେ ତ ସାରାଦିନ କପଡା ପିନ୍ଧି ରହିବା ଦ୍ଵାରା ଆମ ଶରୀରରୁ ନିର୍ଗତ ହେଉଥିବା ଝାଳ ଆମ ଦେହରେ ହିଁ ଲାଗି ରୁହେ ଓ ଏହା ଚରମ ରୋଗ ମଧ୍ୟ ସୃଷ୍ଟି କରେ, ସେଥିପାଇଁ ଯଦି ଆପଣ ରାତିରେ ଶୋଇବାକୁ ଯିବା ଆଗରୁ ନିଜ ଶରୀରକୁ ଭଲଭାବେ ସଫା କରି ଖାଲି ଦେହରେ ସୁଆନ୍ତି ତେବେ ଆପଣଙ୍କ ଶରୀରରେ ପବନ ବାଜିବା ସହ ଚରମ ରୋଗରୁ ମଧ୍ୟ ମୁକ୍ତି ମିଳିବ ।

2- ଆମେ ଶୋଇବା ସମୟରେ ଆମ ଶରୀର ଭିତରେ ଥିବା ସମସ୍ତ କୋସିକା ତାଙ୍କର କାମ କରନ୍ତି । କିନ୍ତୁ ଯଦି ଆମେ କିଛି ଟାଇଟ ବସ୍ତ୍ର ପିନ୍ଧି ସୌଚେ ତେବେ ଏଥିରେ ବାଧା ଆସି ଥାଏ । ରକ୍ତ ସଂଚାଳନ ଠିକ ଭାବେ ହୋଇ ପାରେ ନାହିଁ । ତେଣୁ ଯଦି ଆପଣ ଖାଲି ଦେହରେ ବା ବିନା କପଡାରେ ଶୌଚନ୍ତି ତେବେ ଆପଣଙ୍କ ଶରୀରରେ ରକ୍ତ ସଂଚାଳନ ଠିକ ରୂପେ ହୋଇଥାଏ ।

3- ଯଦି ଆପଣଙ୍କରଚରମ ରୋଗ ଅଛି ବା କୌଣସି ଏଭଳି ଜାଗାରେ ଜାଦୁ କାଛୁ ହୋଇଛି ଯାହା ସବୁବେଳେ କପଡାରେ ଲୁଚି ରହୁଛି ତେବେ ସେହି ସବୁରୁ ମୁକ୍ତି ପାଇଁ ଆପଣ ରାତିରେ ସେହି ସ୍ଥାନରେ କିଛି ମଲମ ଆଦି ଲଗାଇ ଖୋଲା ଛାଡି ଦିଅନ୍ତୁ ଦେଖିବେ ଚରମ ଜନିତ ସବୁ ରୋଗ ଭଲ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button