ଦେଶ ବିଦେଶ

ଶାଶୁଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି 4 ଟି ନାମର ଝିଅ

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଏହା କୁହାଯାଏ କି ଝିଅ ଘରର ଲକ୍ଷ୍ମୀ ଅଟନ୍ତି , ଏବଂ ବିବାହ ପରେ ଝିଅ ଯେତେବେଳେ ଶାଶୂଘରକୁ ଯାଇଥାଏ ସେତେବେଳେ ତାକୁ ସେହି ଘରର ନିୟମ ଅନୁସାରେ ଚଳିବାକୁ ପଡିଥାଏ । କେତେ ଜଣ ସେହି ନିୟମକୁ ନେଇ ଚଳିପାରନ୍ତି, ଏବଂ କେତେ ଜଣଙ୍କୁ କିଛି ସମୟ ଲାଗିଥିଲେ ମଧ୍ୟ ସେମାନେ ସେଇ ଢାଞ୍ଚାରେ ପଡିଯାନ୍ତି। ଆପଣମାନେ ସମସ୍ତେ ବହୁତ ଭଲଭାବରେ ଜାଣିଥିବେକି ଜଣେ ସଫଳ ପୁରୁଷ ପଛରେ ଜଣେ ନାରୀର ବହୁତ ବଡ ହାତ ରହିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ଅକ୍ଷର ର ଝିଅ ମାନଙ୍କ ବିଷୟରେ ।

୧- ‘M’ ନାମର ଝିଅ – ଏହି ନାମର ଝିଅ ମାନେ ବୁଦ୍ଧିମାନ ହେବା ସହି ସବୁ କାମରେ ମାହିର ଅଟନ୍ତି, ଅନ୍ୟ ଠାରୁ ନିଜ କାମ ଓ କଥା ମାନେଇବାର ହୁନର ଏମାନଙ୍କ ପାଖରେ ରହିଛି।କଥା କହିବା ସହିତ ଏମାନେ ନିଜ କଥା ଦ୍ୱାରା କୌଣସି ବ୍ୟକ୍ତି ର ଚିନ୍ତାଧାରା ପରିବର୍ତ୍ତନ କରିବାର କ୍ଷମତା ରଖିଥାନ୍ତି।

ବିବାହ ପରେ ଶାଶୂଘର ଲୋକ ଙ୍କ ମନ କିଣିନିଅନ୍ତି। ନିଜ କଥା ର ଜାଲ ରେ ସେମାନଙ୍କୁ ମୋହିତ କରିଦେଇଥାନ୍ତି। ଜୀବନରେ ପରିବର୍ତ୍ତନ ଏମାନଙ୍କୁ ବହୁତ ପସନ୍ଦ। ନିଜ ର ବୁଦ୍ଧି ଦ୍ୱାରା ଶାଶୂଘରେ ପରିବର୍ତ୍ତନ ଆଣିବାରେ ଏମାନେ ସକ୍ଷମ ଅଟନ୍ତି।

୨- ‘S’ ନାମର ଝିଅ – ଏହି ଅକ୍ଷର ର ମହିଳା ମାନେ ବହୁତ ଭଲ ସ୍ୱଭାବ ର ହୋଇଥାନ୍ତି।ଏମାନେ ନିଜଠୁ ଅଧିକ ପରିବାର ର ଧ୍ୟାନ ରଖିଥାନ୍ତି। ମୁହଁ ରୁ ଶାନ୍ତ ଦେଖାଯାଉଥିବା ଏହି ଝିଅ ମାନେ ଅତ୍ୟନ୍ତ କ୍ରୋଧି ସ୍ୱଭାବ ର ହୋଇଥାନ୍ତି। ଶାଶୂଘର ପକ୍ଷ ର ଲୋକଙ୍କ ହୃଦୟ କେମିତି ଜିଣା ହୁଏ ଏମାନେ ବହୁତ ଭଲ ଭାବରେ ଜାଣିଥାନ୍ତି। ନିଜ ଶାଶୂଘରେ ଏହି ଝିଅ ମାନେ ରାଣୀ ପରି ଜୀବନଯାପନ କରିଥାନ୍ତି। କୁହାଯାଏ ଶାଶୂଘରେ ଏମାନଙ୍କ ପାଦ ବହୁତ ଶୁଭ ଅଟେ।ଏମାନେ ସବୁ ପରିସ୍ଥିତି କୁ ନିଜର ବୁଦ୍ଧି ଦ୍ୱାରା ସମ୍ଭାଳିନେଇଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button