ଲୁଣର ଏହି ଉପାୟ ଦେଇପାରିବ ଏତେ ଟଙ୍କା, ଚମତ୍କାର ଦେଖି ଆଶ୍ଚର୍ଯ୍ୟ ହେବେ
ସନାତନ ଧର୍ମରେ ବହୁତ ଜ୍ଞାନର କଥା ଦେଖିବା ଆଉ ଶୁଣିବାକୁ ମିଳିଥାଏ । ଏହାଛଡା ସନାତନ ଧର୍ମ ନିଜ ଭକ୍ତିର ପାଇଁ ବି ଜଣା ଯାଇଥାଏ । ଏଥିପାଇଁ ଆଜି ଆମେ ସନାତନ ଧର୍ମର ଯୋଡିତ କିଛି କଥା କାହିବାକୁ ଚାହୁଞ୍ଚୁ । ଏହା ମହତ୍ବପୂର୍ଣ୍ଣ ଅଟେ । ସନାତନ ଧର୍ମରେ ମହର୍ଷିଙ୍କର କହିବା କଥା କି ଯେଉଁ ଘରେ ବଡ ଲୁଣ ବନ୍ଧା ହୋଇଥାଏ ସେହି ଘରେ କେବେ କିଛି ଜିନିଷର ଅଭାବ ନ ଥାଏ ।
ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହବ କିନ୍ତୁ ଭାରତରେ କେତେ ରାଜ୍ୟ ରେ ଆଜି ବି ଏହି ପରମ୍ପରା ପ୍ରଚଳିତ ଅଛି, ଯେବେ ଝିଅର ବିଦାଇ ହୋଇଥାଏ ସେହି ବିଦାଇ ସମୟରେ ବଡ ଲୁଣର ପୋଟଳି ତା ହାତରେ ନିଶ୍ଚୟ ଦିଆଯାଇଥାଏ ।
ଲୁଣର ଲାଭକାରିତା-
ଏଥିରେ କିଛି ସନ୍ଦେହ ନାହିଁକି ଲୁଣର ଦୈନଦିନ ଜୀବନରେ ବହୁତ ହିଁ ଆବଶ୍ୟକ ହୋଇଥାଏ । କାହିଁକି ନା ଯଦି ଭୋଜନରେ ଲୁଣ ଅଧିକ ହୋଇଯାଏ ଖାଦ୍ୟ ଖରାପ ହୋଇ ଯାଇଥାଏ, ଆଉସେହି ଜାଗାରେ ଅଳ୍ପ ଲୁଣ ପକାଇଲେ ଖାଦ୍ୟ ସ୍ଵାଦିଷ୍ଟ ଲାଗିଥାଏ । ଏହା ଛଡା ବଡ ଗୁରୁଜନଙ୍କର କହିବା କଥା ଏହାକି ଲୁଣ ଦ୍ଵାରା ବି ଘରେ ଶାନ୍ତି ଶୃଙ୍ଖଳା ହସ ଖୁସି ଲାଗି ରହିଥାଏ ।
ସେଥିପାଇଁ ଲୁଣ ତଳେ ପଡିବା ଶୁଭ ବୋଲି କୁହା ଯାଏ ନହିଁ । ଏହା କିଛି ଅଶୁଭ ହବାର ସଂକେତ ଦେଇଥାଏ କହିଦଉଛୁ କି ଏହି ଲୁଣ ରେ ବହୁତ ସାରା ପ୍ରାକୃତିକ ଗୁଣ ରହିଥାଏ, ଯାହା ଘରେ ଲୁଚିଥିବା ଖରାପ ଶକ୍ତିକୁ ବାହାର କରିବାରେ ସାହାଯ୍ୟ କରିଥାଏ ।