ଦେଶ ବିଦେଶ

ହମାସର ୧୫୦୦ ଆତଙ୍କବାଦୀଙ୍କ ଶବ ଉଦ୍ଧାର – bajravana

[ad_1]

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ୩ ଦିନ ହେବ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ୧୬୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ହମାସ ଆକ୍ରମଣ ପରେ ପାଲଟା ଜବାବ ଦେବାକୁ ଯାଇ ବଡ଼ ସଂଖ୍ୟାରେ ଫିଲିସ୍ତାନୀ ମଧ୍ୟ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ସୀମାରେ ୧୫୦୦ରୁ ଅଧିକ ହମାସ ଆତଙ୍କବାଦୀଙ୍କ ଶବ ମିଳିଥିବା ନେଇ ଇସ୍ରାଏଲୀ ସେନା ଦାବୀ କରିଛି । ଗାଜା ବର୍ଡରରେ ସେନା ନିୟନ୍ତ୍ରଣ ପାଇଥିବା ନେଇ ସେନା ପ୍ରବକ୍ତା ରିଚର୍ଡ ହେଚ ସୂଚନା ଦେଇଛନ୍ତି ।

ଇସ୍ରାଏଲର କହିବାନୁସାରେ, କାଲି ସଂଧ୍ୟାରୁ କୌଣସି ଅନୁପ୍ରବେଶ ହୋଇନାହିଁ । କିନ୍ତୁ ଆତଙ୍କବାଦୀମାନେ ପୁଣି ଆକ୍ରମଣ କରିବେନି ବୋଲି କହିହେବ ନାହିଁ । ଅପରେସନ ଜାରି ରହିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button