ଭାଗ୍ୟଶାଳୀ ମହିଳାଙ୍କ ଶରୀରରେ ରହିଥାଏ ଏହି ଚିହ୍ନ ଜାଣି ନିଅନ୍ତୁ ଆପଣ ସେହି ମହିଳା ନୁହନ୍ତି ତ ?
ଯଦି ମହିଳାଙ୍କ ଦେହରେ ଅଛି ଏହି ଚି଼ହ୍ନ ତେବେ ସେହି ମହିଳାଙ୍କ ଠାରୁ ଭାଗ୍ୟବାନ ମହିଳା କେହିବି ନାହାନ୍ତି | ଆପଣଙ୍କ ଘଋକୁ ନେଇକି ଆସିବେ ସୋଭାଗ୍ୟ | ଏହା ସହିତ ଆମେ ଆଜି ଆପଣଙ୍କୁ ଏହା ମଧ୍ୟ କହିବୁ ମହିଳା ମାନଙ୍କର କିଛି ଏମିତି ଭୁଲ ବିଷୟରେ ଯେଉଁ ଭୁଲ ପାଇଁ ଆପଣଙ୍କ ଘରେ ଦୁର୍ଭାଗ୍ୟର ପ୍ରବେଶ ହୋଉଯାଏ | ଏବଂ ଆପଣଙ୍କୁ କେବେ ବି କୋୖଣସି କାର୍ଯ୍ୟରେ ସଫଳତା ମିଳେନାହିଁ |
ବନ୍ଧୁଗଣ ଆମର ପ୍ରାଚୀନ ହିନ୍ଦୁ ଶାସ୍ତ୍ରରେ ମହିଳା ମାନଙ୍କୁ ଘରର ଲଷ୍ମୀଙ୍କର ସ୍ଥାନ ଦିଆଯାଇଛି | ଯେବେ ବି କୋୖଣସି ଘରକୁ ଜଣେ ଝିଅ ବୋହୁ ହେଇ ଆସନ୍ତି ତାଙ୍କୁ ସବୁବେଳେ ଲଷ୍ମୀଙ୍କ ପରି ହିଁ ଘର ଭିତରକୁ ନିଆଯାଏ | ଏପରି ମଧ୍ୟ କୁହାଯାଏ ଯେ ନୂଆ ବୋହୁ ଘରକୁ ନୂଆ ଭାଗ୍ୟ ନେଇକି ଆସିଥାଏ | ଏବଂ ତାଙ୍କର ଆଗମନରେ ହିଁ ଘରକୁ ସୁଖ, ଶାନ୍ତି, ଏବଂ ଧନ ଆସିଥାଏ | ତେବେ ବନ୍ଧୁଗଣ ଆମେ ଆଜି ଆପଣଙ୍କୁ କହିବୁ ଯେ ପୁରାଣ ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ମହିଳାଙ୍କ ଦେହରେ କିଛି ବିଶେଷ ପ୍ରକାରର ଚି଼ହ୍ନ ରହିଥାଏ ସେହି ମହିଳାଙ୍କୁ ସାକ୍ଷାତ ଲଷ୍ମୀ ବୋଲି କୁହାଯାଏ |
ଏମିତି ମହିଳା ମନେ ନିଜ ସ୍ୱାମୀ ଏବଂ ପରିବାର ପାଇଁ ବହୁତ ଶୁଭ ଏବଂ ଭଲ ହୋଇଥାନ୍ତି | ଏପରି ମହିଳାଙ୍କୁ ବିବାହ କରିଥିବା ପୁରୁଷମାନେ ସବୁବେଳେ ଖୁସିରେ ରୁହନ୍ତି ଏବଂ ସବୁବେଳେ ପାଦଉନତି କରିଥାନ୍ତି | ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଏକ ପ୍ରାଚୀନ ଧର୍ମଗ୍ରନ୍ଥ ଅଟେ | ଯେଉଁଥିରେ ମଣିଷ ଦେହର ଆକାରକୁ ଦେଖିକରି ମନୁଷ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଜାଣିପାରିବା | ଆସନ୍ତୁ ଆମେ ଆପଣଙ୍କୁ କହିବା ସେହି ଭାଗ୍ୟଶଳି ମହିଳା ମାନଙ୍କର ଲକ୍ଷଣ |
ଗୋଲାପୀ ପାଦ:-
ଏମିତି ମହିଳାଙ୍କ ପାଦ ବହୁତ ସଫ୍ଟ ଏବଂ ଗୋଲାପୀ ରଙ୍ଗର ହୋଇଥାଏ ଏବଂ ସେମାନଙ୍କ ପାଦ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ । ସେମାନେ ନିଜ ସ୍ୱାମୀଙ୍କୁ ବହୁତ ଖୁସି ରଖିଥାନ୍ତି।ଯେଉଁ ମହିଳାଙ୍କ ପାଦ ତଳେ ତ୍ରିକୋଣ ଚିହ୍ନ ଥାଏ ଏମିତି ମହିଳା ବୁଦ୍ଧିମାନ ହୋଇଥାନ୍ତି। ସେ ନିଜର ବୁଦ୍ଧି ଏବଂ ବିବେକ ବଳରେ ପରିବାରର ସହାୟତା କରିଥାଏ। ଘରେ ସର୍ବଦା ଖୁସି ବନେଇ ରଖିଥାଏ। ମହିଳାଙ୍କ ପାଦ ତଳେ ଚକ୍ର ଶଙ୍ଖ ଚିହ୍ନ ଥିଲେ ଏମିତି ମହିଳା ସାକ୍ଷତ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି।
ପାଦର ଆଙ୍ଗୁଳି :-
ଯେଉଁ ମହିଳାଙ୍କ ପାଦର ଆଙ୍ଗୁଳିର ଲମ୍ବା ଏକ ସମାନ ହୋଇଥାଏ ସେମାନଙ୍କୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ବିଶ୍ୱାସ କରାଯାଏ । ଏମିତି ମହିଳା ନିଜ ଜୀବନରେ କେବଳ ଖୁସି ହିଁ ହାସଲ କରିଥାନ୍ତି। ଏମିତି ମହିଳାଙ୍କ ଭାଗ୍ୟ ସର୍ବଦା ତାଙ୍କ ସହିତ ରହିଥାଏ। ଏମିତି ମହିଳାଙ୍କ ଉପରେ ଭଗବାନଙ୍କ କୃପା ସର୍ବଦା ବନି ରହିଥାଏ। ଯେଉଁ ମହିଳା ପାଦର ଆଙ୍ଗୁଠି ଅଧିକ ଲମ୍ବା ହୋଇଥାଏ ତାକୁ ନିଜ ଜୀବନରେ ବାରମ୍ବାର ସମସ୍ୟାର ସାମ୍ନା କରିବାକୁ ପଡୁଥାଏ। କିନ୍ତୁ ଯେଉଁ ମହିଳାଙ୍କ ଆଙ୍ଗୁଠି ଚୌଡା ଗୋଲ ଏବଂ ଲାଲ ରଙ୍ଗର ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ମହିଳାଙ୍କ ପାଦର ଆଙ୍ଗୁଳି ଯୋଡ଼ା ହୋଇଥିବ ଏମିତି ମହିଳା ଧନୀ ଏବଂ କୋମଳ ସ୍ୱାଭାବର ହୋଇଥାନ୍ତି।
କଳାଜାଇ :-
ଯେଉଁ ମହିଳାଙ୍କ ନାକରେ କଳାଯାଇ ଥାଏ ତ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ନାକର ଅଗ୍ର ଭାଗରେ କଳାଯାଇ ଥିଲେ ସେମାନେ ଧନ ଆକର୍ଷଣ କରିଥାନ୍ତି ।ଏମିତି ମହିଳା ଯାହା ଘରକୁ ବିବାହ କରି ଯାଇଥାନ୍ତି ସେହି ଘରକୁ ସୁଖ ସମୃଦ୍ଧି ନେଇ ଯାଇଥାନ୍ତି। ଯେଉଁ ମହିଳାଙ୍କ ଛାତିରେ ବାମ ସାଇଟରେ ଅଧିକ ତିଳ ଥାଏ ତ ଶାସ୍ତ୍ର ଅନୁସାରେ ଏମିତି ମହିଳା ଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି |
ଯେଉଁ ମହିଳାଙ୍କ ମଥାରେ ତିଳ ଚିହ୍ନ ଥିଲେ ସେହି ମହିଳା ବହୁତ ଧନୀ ପୁରୁଷକୁ ବିବାହ କରିଥାଏ ଏବଂ ତାର ସ୍ୱାମୀ ଗୁଣବାନ ମଧ୍ୟ ହୋଇଥାଏ। ନିଜର ସ୍ୱାସ୍ଥ୍ୟ ଭଲ ରହିଥାଏ। ଭଗବାନଙ୍କ ଉପରେ ଆସ୍ଥା ରହିଥାଏ। ସମସ୍ତ ପ୍ରକାରର ସୁଖ ବି ମିଳିଥାଏ। ଯେଉଁ ମହିଳା ବାମ ଗାଲରେ ତିଳ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ। ଏହି ତିଳ ଚିହ୍ନ ବା କଳାଯାଇ ଧନୀ କରାଇଥାଏ। ବହୁତ ଉତ୍ତମ ଫଳ ଦେଇଥାଏ। ସମସ୍ତ ପ୍ରକାରର ସୁଖ ମିଳିଥାଏ। ବିବାହ ପରେ ବି ସେହି ନାରୀ ସୁଖ ଏବଂ ଶାନ୍ତିରେ ରହିଥାଏ।
କୋମଳ ଜିଭ :-
ଲାଲ ଏବଂ କୋମଳ ଜିଭ ଥିବା ମହିଳା ସେମାନେ ନିଜେ ସୁଖ ଭୋଗ କରିଥାନ୍ତି ଆଉ ନିଜର ପରିବାରକୁ ବି ସୁଖରେ ରଖିଥାନ୍ତି । ଏମାନଙ୍କ ବାଣୀ ବହୁତ ମଧୁର ହୋଇଥାଏ । ଆଉ ସେମାନେ ନିଜ ବାଣୀରେ ପୁରା ଘର ପରିବାକୁ ସୁଖ ପ୍ରଦାନ କରିଥାନ୍ତି।