ଯେଉଁ ମହିଳାଙ୍କ ଶରୀରର ଏହି ଅଙ୍ଗ ସବୁ ହୋଇଥାଏ ବଡ, ସେମାନେ ପୁରୁଷଙ୍କ ପାଇଁ ହୋଇଥାନ୍ତି ଭାଗ୍ୟବତୀ
ସୂଚନା ଅନୁସାରେ ଧର୍ମ ଶାସ୍ତ୍ର ଅନୁଯାଇ ନାରୀ ମାନେ ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ନାରୀ ମାନଙ୍କର ସ୍ଵଭାବ, ବ୍ୟବହାର ଓ ଚାଲି ଚଳନୀ ନେଇ ମହିଳା ଘର ପାଇଁ ଶୌଭାଗ୍ୟ ବା ଦୁର୍ଭାଗ୍ଯର କାରଣ ହୋଇଥାନ୍ତି । ଆଜି ଆପଣ ମାନେ ଜାଣିବାକୁ ପାଇବେ ନାରୀ ମାନଙ୍କର କେଉଁ ଅଙ୍ଗ ବଡ ହୋଇଥିଲେ । ସେମାନେ ପୁରୁଷ ତଥା ସଂପୂର୍ଣ୍ଣ ଘର ପାଇଁ ପାଇଁ ସମୃଦ୍ଧିର କାରଣ ପାଲଟି ଥାନ୍ତି । ଯେଉଁ ଝିଅ ମାନଙ୍କର ବେକ ଲମ୍ବା ହୋଇଥାଏ ।
ସେମାନେ ଘର ପାଇଁ ସୁଖ ସମୃଦ୍ଧି ଆଣି ଦେଇଥାନ୍ତି । ଏପରି ଝିଅ ମାନେ ନିଜ ଘର ପାଇଁ ଲକ୍ଷ୍ମୀ ହୋଇଥାନ୍ତି । ଘରର ଠିକ ଭାବରେ ଉନ୍ନତି ପଥରେ ନେବା ପାଇଁ ପ୍ରୟାସ କରିଥାନ୍ତି। ଯାହା ଦ୍ଵାରା ଘରେ ଅଧିକ ରୁ ଅଧିକ ସୁଖ ସମୃଦ୍ଧି ବଢି ଯାଇଥାଏ । ଯେଉଁ ମହିଳା ମାନଙ୍କର ନାଭୀ ଅତି ଗଭୀର ହୋଇଥାଏ । ଏହି ମହିଳା ମାନେ ଧନବତୀ ଓ ଗୁଣବତୀ ହୋଇଥାନ୍ତି ।
ଏମାନେ ଜୀବନ ସାରା ସୁଖରେ ରହିଥାନ୍ତି । ଏହା ସହିତ ଏହି ଝିଅ ମାନେ ସର୍ବଦା ନିଜ ସ୍ଵାମୀକୁ ନିଜ ପ୍ରତି ଆକର୍ଷିତ କରି ରଖୀ ପାରିଥାନ୍ତି । ଯାହା ଦ୍ଵାରା ଦାମ୍ପତ୍ୟ ଜୀବନ କଳହ ପୂର୍ଣ୍ଣ ହୋଇନଥାଏ । ଯେଉଁ ଝିଅ ମାନଙ୍କର କାନ ବଡ ହୋଇଥାଏ । ଏମାନେ ସବୁବେଳେ ଘର ପାଇଁ ଭାଗ୍ୟବତୀ ହୋଇଥାନ୍ତି । ଏମାନେ ଯେଉଁ ଘରକୁ ବିଭା ହୋଇଯାଇଥାନ୍ତି ।
ସେହି ଘରର ଉନ୍ନତି ଆଣି ଦେଇଥାନ୍ତି । ଯେଉଁ ଝିଅ ମାନଙ୍କର ଗୋଡ ଲମ୍ବା ହୋଇଥାଏ । ଏମାନେ ଟଙ୍କାକୁ ନିଜ ପ୍ରତି ଆକର୍ଷିତ କରିପାରିଥାନ୍ତି । ଧନ ସଚିତ କରି ରଖିବାରେ ମାହିର ହୋଇଥାନ୍ତି । ଏହା ଦ୍ଵାରା ସେମାନେ ନିଜର ପରିବାରରର ଆୟକୁ ଅଧିକ ଅଧିକ ବୃଦ୍ଧି କରିପାରିଥାନ୍ତି । ଯେଉଁ ଝିଅ ମାନଙ୍କର ବଡ ମୁଣ୍ଡ ହୋଇଥାଏ ।
ଏମାନେ ନିଜ ବାପ ଘର ଓ ଶାଶୁ ଘର ପାଇଁ ଲକ୍ଷ୍ମୀମନ୍ତ ହୋଇଥାନ୍ତି । ଏପରି ଝିଅଙ୍କୁ ବିବାହ କରିଥିବା ପୁରୁଷ ମାନଙ୍କର ଆର୍ଥିକ ସ୍ଥିତି କେବେ ମଧ୍ୟ ଖରାପ ହୋଇନଥାଏ । ଏହି ଝିଅ ମାନେ ନିଜ ସ୍ଵାମୀ ତଥା ଶାଶୁ ଘର ଲୋକଙ୍କର ଉପଯୁକ୍ତ ସମ୍ମାନ କରିଥାନ୍ତି । କାହାର ମନକୁ ଏହି ଝିଅ ମାନେ କଷ୍ଟ ଦେବା କଥା ସ୍ଵପ୍ନରେ ସୁଧା ଭାବି ନଥାନ୍ତି ।
ନାରୀର ଏହି ସବୁ ଅଙ୍ଗ ଦେଖି କରି ଜାଣିପାରିବେ । ନାରୀ ଘର ପାଇଁ ସୁଖ, ସମୃଦ୍ଧି, ଶୌହାର୍ଦ୍ଧ୍ୟ ଆଣି ଦେଇଥାଏ