ଓଡିଶା

ବାତ୍ୟା ‘ଦାନା’ ପ୍ରଭାବ ଆଉ ୨ ଦିନ ଭିତରକନିକା ବନ୍ଦ

ରାଜନଗର,୨୭/୧୦: ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକା ଜାତୀୟ ଉଦ୍ୟାନ କେତେକାଂଶରେ ପ୍ରଭାବିତ ହୋଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ୪ ଦିନ ହେବ ଲାଗି ରହିଛି । ବନ ବିଭାଗ ପକ୍ଷରୁ ବାତ୍ୟା ପାଇଁ ୨୩, ୨୪ ଓ ୨୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଥିଲା । ଏବେ ଏହା ୨୮ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button