ଓଡିଶା

ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା “ଦାନା”

ଡ଼ିଶା-ପଶ୍ଚିମବଙ୍ଗ ଉପକୂଳର କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ବାତ୍ୟା ? କେତେ ରହିବ ତୀବ୍ରତା ? ପବନର ବେଗ କେତେ ରହିବ ? ଲାଣ୍ଡଫଲ୍ କରିବ ନା ତାପୂର୍ବରୁ ଦୁର୍ବଳ ପଡ଼ିବ ? ଏମିତି ଚର୍ଚ୍ଚା ଭିତରେ ଆସିଛି ବାତ୍ୟାର ନୂଆ ଗତିପଥ। ଓଡ଼ିଶା ଉପକୂଳକୁ ହିଟ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ବୀପ ମଝିରେ ଅତିକ୍ରମ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button