ଦେଶ ବିଦେଶ

ଏହି ୫ଟି କଥା କାହାକୁ କେବେବି କହିବେ ନାହିଁ, ନହେଲେ ପଛରେ ହଇରାଣ ହେବେ

ଆଜି ଆମେ ଆପଣଙ୍କୁ କହିବୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ଚାଣକ୍ୟ ନୀତିରେ ଏମିତି କିଛି ୫ଟି କଥା ଆପଣ ଜୀବନରେ କାହାକୁ ମଧ୍ୟ କହିବା କଥା ନୁହେଁ, ଯଦି ଆପଣ କହିବେ ତ ଆପଣ କେବେବି ସଫଳ ହୋଇ ପାରିବେ ନାହିଁ। ଯଦି ଆପଣ ସଫଳ ହେବା ପାଇଁ ଚାହୁଁଛନ୍ତି ତ କେବେବି କାହାରିକୁ ଭୁଲରେ ବି ମଧ୍ୟ ଏହି ୫ଟି କଥା କହିବେନି। ତାହେଲେ ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ସେହି ୫ଟି କଥା ଯାହାକି କାହାରିକୁ କହିବା କଥା ନୁହେଁ। ଘରର କଥା:- ଯେଉଁ ଘରର କଥା ନାଁ କେବେ କାହା ସାମ୍ନାରେ କହିବା କଥା ନୁହେଁ। ଯଦି ଆପଣ ଆପଣଙ୍କ ବାପା, ମାଙ୍କ ସହିତ ଝଗଡା ହୁଏ କିମ୍ବା କେବେ ଆପଣଙ୍କ ଭଉଣୀଙ୍କ ସହିତ ଝଗଡା ହୁଏ କିମ୍ବା ପରିବାରର ଯାହାଙ୍କ ସହିତ ବି ଝଗଡା ହେଉଛି ଯାହାକି ଆପଣ କେବେବି ଆପଣଙ୍କ ସାଙ୍ଗ ସାଥି ମାନଙ୍କୁ କିମ୍ବା ପଡୋଶୀଙ୍କୁ କହିବେ ନାହିଁ କାରଣ ଆପଣଙ୍କୁ କେହି ସାହାର୍ଯ୍ୟ କରିବେ ନାହିଁ। ମଜାକ ସବୁ ମଣିଷ କରିଥାନ୍ତି,ସେଥିପାଇଁ ଘରର କଥା ଘରେ ରଖନ୍ତୁ କେବେ କାହା ସାମ୍ନାରେ କହିବେନି, ଘରର କଥା ଯେମିତି ବାହାରକୁ ନ ଯାଉ। ଯଦି ଭୁଲରେ ବି ମଧ୍ୟ ଘର କଥା କାହା ସାମ୍ନାରେ କହିବେ ତ ସେମାନେ ଆପଣଙ୍କର ମଜାକ ଉଡେଇବେ, ଥଟା ପରିହାସ କରିବେ ଯାହାକି ଆପଣଙ୍କୁ ବହୁତ ଖରାପ ଲାଗିବ। ସେଥିପାଇଁ ଘର କଥା ଘରେ ରଖିବା କଥା ଆଚାର୍ଯ୍ୟ ଚାଣକ୍ୟଙ୍କ ନିୟମ ଅନୁସାରେ।

=
Google

ପୁରୁଣା କଥା:- ଘରେ ପୁରୁଣା କଥା ଏହା କରିଥିଲେ ଭଲ ହୋଇଥାନ୍ତା, ତାହା କରିଥିଲେ ଭଲ ହୋଇଥାନ୍ତା, ଆଜି ଏଇ ଜିନିଷ ନାହିଁ ବୋଲି ଏମିତି ହେଉଛି, ସେମିତି ହେଉଛି, ଏମିତି କରିଥିଲେ ଫାଇଦା ହୋଇଥାନ୍ତା, ତ ପୁରୁଣା କଥାକୁ କେବେବି ଭାବିବା କଥା ନୁହେଁ। past ଆପଣଙ୍କର ଥିଲା, past କୁ ଠିକ ବି କରିପାରିବେନି, past କୁ ସୀମିତ ରଖିବେ, ବର୍ତ୍ତମାନକୁ ଭାବନ୍ତୁ,ଆଉ ଭବିଷ୍ୟତକୁ ଦେଖନ୍ତୁ। ଦୁନିଆରେ କହିବା ପାଇଁ କିଛିବି ନାହିଁ , ଯାହାକି ଏହି କଥା କାହାକୁ କେବେବି କହିବା କଥା ନୁହେଁ କିମ୍ବା ନିଜେ ଭାବିବା କଥା ନୁହେଁ। ଯଦି ଏମିତି ଭାବିବେ ତ ଜୀବନରେ କେବେବି ସଫଳ ହୋଇ ପାରିବେ ନାହିଁ।

ନିଜର ଦୁର୍ବଳତା କାହାରିକୁ କହିବା କଥା ନୁହେଁ:-

ଯଦି ଆପଣଙ୍କର ଦୁର୍ବଳତା ଏହା ଯେ ଯଦି ଆପଣ କୌଣସି କଥାରେ ଭୟ କରୁଛନ୍ତି, ତାହେଲେ କାହାକୁ ବି କହିବେ ନାହିଁ କଣ ପାଇଁ ନାଁ ସେ ଆପଣଙ୍କର ଭୁଲକୁ ଠିକ କରିପାରିବେ ନାହିଁ। ମାନେ ଆପଣଙ୍କର କିଛିବି ଦୁର୍ବଳତା କାହାରିକୁ କହିବେ ନାହିଁ। ବରଂ ନିଜର ଦୁର୍ବଳତା ଉପରେ କାମ କରନ୍ତୁ। ଯଦି ପାରିବେ ନିଜର ଦୁର୍ବଳତାକୁ ନିଜେ ଠିକ କରନ୍ତୁ। ଯେଉଁ ସବୁ ଦୁର୍ବଳତା ଆପଣଙ୍କର ଅଛି ତାହା ଉପରେ ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କ ଦୁର୍ବଳତା କାହାରିକୁ କହିଦେବେ ତ ସେ ଆପଣଙ୍କୁ ଗୋଟେ ମିନିଟ ବି ଆପଣଙ୍କୁ କେହି ପଚାରିବେ ନାହିଁ। ବରଂ ମଜାକ କରିବେ। ଆଉ ଆପଣ ଜୀବନରେ କେବେବି ସଫଳ ହୋଇପାରିବେ ନାହିଁ। କାହାର secret କହିବେ ନାହିଁ:- ଖାସ କରି ଆପଣଙ୍କ ସାଙ୍ଗଙ୍କ ସିକରେଟ କାହାରିକୁ କହିବେ ନାହିଁ। କଣ ପାଇଁ ନାଁ ଆପଣଙ୍କ ସାଙ୍ଗ ଆପଣଙ୍କୁ ବିଶ୍ୱାସ କରି କହିଥିବେ ତାଙ୍କର ସିକରେଟ। ଯଦି ଆପଣ ତାଙ୍କ ସିକରେଟ ବୁଲି ବୁଲି କହିବେ ତ କଣ ହେବ ଆପଣ ଆପଣଙ୍କ ସାଙ୍ଗ ସାମ୍ନାରେ ଧୋକାବାଜ ହୋଇଯିବେ। ସେଥିପାଇଁ କେବେବି କାହାର ସିକରେଟ କହିବେ ନାହିଁ। ଯଦି କେହି ଆପଣଙ୍କୁ ବିଶ୍ୱାସ କରି କିଛି ସିକରେଟ କହିଛନ୍ତି ତ ଯଦି ଆପଣ ସେ ସିକରେଟ ଅନ୍ୟ କାହାକୁ କହିବେ ତ କେହି ବି ଆପଣଙ୍କୁ ଭଲ ପାଇବେ ନାହିଁ କି ଆପଣ କାହାର ବି ହୋଇପାରିବେ ନାହିଁ। ଆଉ ଜୀବନରେ କେବେବି ସଫଳ ହୋଇପାରିବେ ନାହିଁ।

Google

ନିଜ ସ୍ତ୍ରୀଙ୍କ କଥା କିମ୍ବା ଆପଣଙ୍କ ଗାର୍ଲଫ୍ରେଣ୍ଡ ଙ୍କ କଥା କାହାରିକୁ ବି କହିବା କଥା ନୁହେଁ। କିଛି ବି privacy କଥା ଅଛି ନାଁ ତାହା କାହାରିକୁ ବି କହିବେ ନାହିଁ ଯାହା ମୋ ସ୍ତ୍ରୀ ସହିତ ମୁଁ ଏମିତି କରିଥିଲି ସେମିତି କରିଥିଲି, ମୁଁ ମୋ ସ୍ତ୍ରୀ ସହିତ ବା ଗାର୍ଲଫ୍ରେଣ୍ଡ ସହିତ ଝଗଡା କରିଥିଲି, କିମ୍ବା ଏହା ହୋଇଥିଲା, ତାହା ହୋଇଥିଲା କେବେବି କାହାରିକୁ କହିବେ ନାହିଁ। ଯାହାକି କିଛି privacy ଅଛି ନିଜର। ସେହି privacy କୁ ଲିକ କରନ୍ତୁ ନାହିଁ। ଏମିତି କରିଲେ ଜୀବନରେ କେବେବି ସଫଳ ହୋଇପାରିବେ ନାହିଁ, ଖୁସିରେ ରହିପାରିବେ ନାହିଁ ଯାହାକି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button