ଭୁଲରେ ବି ଏପରି ରୋଟି ଖାଆନ୍ତୁ ନାହିଁ ନଚେତ ଆପଣଙ୍କ ପରିବାର ସହିତ ହୋଇପାରେ ଖୁବ ଖରାପ :-
ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଘରୋଇ ଖାଦ୍ୟ ଏବଂ ବାହାର ଖାଦ୍ୟ ଭିତରେ ଅନେକ ପାର୍ଥକ୍ୟ ରହିଛି । ବହାରର ଖାଇବା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ହାନୀ ହେବା କଥା ଆପଣ ମାନେ ଜାଣିଥିବେ । ତଥାପି ଲୋକେ ଆଜିକାଲି ବାହାର ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି । ଆଜିକାର ଏହି ଲେଖାରେ ଆମେ ରୋଟି ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବୁ ଯାହାକୁ ଆପଣ ମାନେ ନିଶ୍ଚିତ ଭାବରେ ଧ୍ୟାନ ଦେବା ଉଚିତ । ଖାଇବା ସମୟରେ ଏହି ସଂଖ୍ୟାର ରୁଟି ଆଦୌ ଖାଇବା ଉଚିତ ନୁହେଁ ଯାହାଦ୍ୱାରା ମୃତ୍ୟୁ ମଧ୍ୟ ଆସିପାରେ । ତେଣୁ ଚାଲନ୍ତୁ ଜାଣିନେବା ।
୧ . ଯଦି ଆପଣ ଥାଳିରେ ତିନୋଟି ରୋଟି ଏକାସାଥିରେ ରଖୁଛନ୍ତି ତେବେ ତାହା ଅଶୁଭ ହୋଇଥାଏ । ଭୁଲରେବି କେବେ କାହା ଥାଳିରେ ତିନୋଟି ରୋଟି ରଖନ୍ତୁ ନାହିଁ । ଯଦି କାହାକୁ ବି ତିନୋଟି ରୋଟି ଦେବାର ଥାଏ ତେବେ ତୃତୀୟ ରୋଟିକୁ ଦୁଇ ଭାଗ କରି ଦିଅନ୍ତୁ । ଏହାଦ୍ବାରା ରୋଟି ସଂଖ୍ୟା ମଧ୍ୟ ବଢ଼ିଯିବ । ବାସ୍ତବରେ ହିନ୍ଦୁ ଧର୍ମ ଅନୁସାରେ ସଂଖ୍ୟା ୩ କୁ ଅଶୁଭ କୁହାଯାଇଛି ।
ତେଣୁ କୌଣସିବି କାମ କରିବା ପୂର୍ବରୁ ସଂଖ୍ୟା ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ । କୌଣସି ଧାର୍ମିକ କାର୍ଯ୍ୟ ପାଇଁ ତିନୋଟି ବସ୍ତୁକୁ ସାମିଲ କରାଯାଏ ନାହିଁ । ତେଣୁ ଖାଦ୍ୟ ପରଶିବା ସମୟରେ ବି ଏହି କଥାର ଧ୍ୟାନ ଦେବା ଜରୁରୀ ଅଟେ । ଏପରିବି ମାନା ଯାଏ ଯେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତିନୋଟି ରୋଟି ତାଙ୍କର ତ୍ରୟୋଦଶୀ ସଂସ୍କାର ପରେ କରାଯାଉଥିବା ଭଜନ ନିମିତ୍ତ ନିଆଯାଇଥାଏ । ତେଣୁ କୌଣସି ବ୍ୟକ୍ତିଙ୍କ ଥାଳିରେ ତିନୋଟି ରୋଟି ପରଶିବା ମୃତକଙ୍କ ଭଜନ ସମାନ ମାନା ଯାଏ ।
ତିନୋଟି ରୋଟି ଖାଇବା ଦ୍ୱାରା ମନରେ ଶତ୍ରୁ ଭାବ ମଧ୍ୟ ଜାତ ହୋଇଥାଏ । ଏହା ପଛରେ କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବିଶେଷତା ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ପାଇଁ ଥାଳିରେ ଦୁଇଟି ରୋଟି , ଗୋଟିଏ କଟୋରି ଡାଲି , ୫୦ ଗ୍ରାମ ଭାତ ଏବଂ ଗୋଟିଏ କଟୋରି ତରକାରୀ ହିଁ ଜଣେ ବ୍ୟକ୍ତି ପାଇଁ ସନ୍ତୁଳିତ ଆହାର ମାନା ଯାଏ । ଏହାଦ୍ବାରା ବ୍ୟକ୍ତିକୁ ଉପଯୁକ୍ତ ଶକ୍ତି ମିଳିଥାଏ । ଏହାବ୍ୟତୀତ ଖାଦ୍ୟ ସହିତ ଅନ୍ୟ ଖାଦ୍ୟ ମଧ୍ୟ ଆମ ଶରୀରକୁ ଭିନ୍ନ ଭିନ୍ନ ପୋଷକ ତତ୍ତ୍ୱ ଦେଇ ଥାଆନ୍ତି ।
କିନ୍ତୁ ଯଦି ଆପଣ ଏହାଠାରୁ ଅଧିକ ମାତ୍ରାରେ ଭୋଜନ ଖାଆନ୍ତି ତେବେ ତାହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ । ଭୋକ ଲାଗିବା ମାତ୍ରେ ଅଳ୍ପ ଖାଦ୍ୟ ଖାଇବା ଉଚିତ । ଗୋଟିଏ ସମୟରେ ଅତ୍ୟଧିକ ଭୋଜନ କରିବା ଉଚିତ ନୁହେଁ ।
୨ . ଦୀର୍ଘ ସମୟ ଧରି ରଖାଯାଇଥିବା ରୋଟି କେବେ ଖାଇବା ଉଚିତ ନୁହେଁ । ସୂଚନା ଅନୁଯାୟୀ ବାସୀ ରୋଟି ଖାଇବା ଦ୍ୱାରା ଅନେକ ଲୋକଙ୍କ ଜୀବନ ଯାଇଛି । ତେଣୁ ତାହାକୁ ଖାଇବା ପୂର୍ବରୁ ପ୍ରଥମେ ଚେକ କରନ୍ତୁ ଯେପରି ଖରାପ ହୋଇ ନଥିବ । କାରଣ ଦୀର୍ଘ ସମୟ ଧରି ରଖା ଯାଇଥିବା ରୋଟି ବିଷ ସଦୃଶ୍ୟ ହୋଇଯାଏ ।