ସ୍ୱାସ୍ଥ୍ୟ

ଗାଜର ଖାଇଲେ କେଉଁ ରୋଗ ଭଲ ହୋଇଯାଇଥାଏ ?

ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

 

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।

1- ଭାରତର କେଉଁ ନୋଟ ଉପରେ ଗାନ୍ଧୀଜୀ ଙ୍କ ଚିତ୍ର ନାହିଁ ?

ଉତ୍ତର- 1 ଟଙ୍କିଆ ।

2- କେଉଁ ଦେଶରେ ହଳଦିଆ ରଙ୍ଗର ନଦୀ ଦେଖାଯାଏ ?

ଉତ୍ତର- ଚୀନ ।

3- ସବୁଠାରୁ ଉଚ୍ଚରେ ଉଡୁଥିବା ପକ୍ଷୀର ନାମ କଣ ?

ଉତ୍ତର- ଧଳା ସାରସ ।

4- ଭାରତର ଉତ୍ତର ଭାଗରେ କେଉଁ ପର୍ବତଶୃଙ୍ଗ ରହିଛି ?

ଉତ୍ତର- ହିମାଳୟ ।

5- ମଶା କାମୁଡିଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- ଡେଙ୍ଗୁ ।

6- କେଉଁ ଦେଶ ପାଖରେ ହସ୍ପିଟାଲ ଟ୍ରେନ ରହିଛି ?

ଉତ୍ତର- ଭାରତ ।

7- ଭାରତର କେଉଁ ପ୍ରସିଦ୍ଧ ସ୍ମାରକ କୁ ପ୍ରେମର ପ୍ରତୀକ ବୋଲି କୁହାଯାଏ ?

ଉତ୍ତର- ତାଜମହଲ ।

8- ଗାଜର ଖାଇଲେ କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- ହାର୍ଟ ଆଟାକ ।

 

9- ଭାରତର କେଉଁ ରାଜ୍ୟରେ କଳା ବାଘ ଦେଖାଯାଏ ?

ଉତ୍ତର- ଓଡିଶା ।

10- ଧଳା ସେଓ କେଉଁ ଦେଶରେ ଦେଖାଯାଏ ?

ଉତ୍ତର- ଚୀନ ।

11- କୃତିମ ଉପାୟରେ ଫଳକୁ ପାଚିବା ପାଇଁ କେଉଁ ଗ୍ଯାସ ବ୍ୟବହାର କରାଯାଏ ?

ଉତ୍ତର- ଏସିଟିଲିନ ଗ୍ଯାସ ।

12- ଗୋଟିଏ ମୟୂର ର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- 20 ବର୍ଷ ।

13- ଭାରତର ପ୍ରଥମ ଉପଗ୍ରହ ର ନାମ କଣ ?

ଉତ୍ତର- ଆର୍ଯ୍ୟଭଟ୍ଟ ।

14- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ପୋଲିସ ଷ୍ଟେସନ ରହିଛି ?

ଉତ୍ତର- ତାମିଲନାଡୁ ।

15- ଗୋଲାପି ରଙ୍ଗର କଦଳୀ କେଉଁ ଠାରେ ଦେଖାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା ।

16- କେଉଁ ନଦୀ କୁ ଦକ୍ଷିଣ ଭାରତର ଗଙ୍ଗା କୁହାଯାଏ ?

ଉତ୍ତର- କାବେରୀ ।

17- ଏମିତି କେଉଁ ଜିନିଷ ଅଛି ଯାହା ଝିଅ ମାନେ ବର୍ଷ କୁ ଥରେ କିଣନ୍ତି ?

ଉତ୍ତର- ରାକ୍ଷୀ ।

18- କେଉଁ ପକ୍ଷୀ କି ରାତିର ରାଜା କୁହାଯାଏ ?

ଉତ୍ତର- ପେଚା ।

19- ବିରାଟ କୋହଲି କେଉଁ ଜାତିର ଅଟନ୍ତି ?

ଉତ୍ତର- କ୍ଷତ୍ରି ।

Related Articles

Leave a Reply

Your email address will not be published. Required fields are marked *

Back to top button