ଏହି ନାମରୁ ଆରମ୍ଭ କପୁଲ୍ ଙ୍କ ପ୍ରେମ ଅତୁଟ ହୋଇଥାଏ… ଜୀବନରେ କେବେ ନିଜ ପାର୍ଟନରକୁ ଧୋକା ଦେଇନଥାନ୍ତି,
ଜୀବନରେ ପ୍ରେମର ଭୂମିକା ବହୁତ ହିଁ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ପ୍ରେମ କରିବା ଠାରୁ ଅଧିକ ପ୍ରେମକୁ ଠିକ ଭାବରେ ନିଭାଇବା ଜରୁରୀ ହୋଇଥାଏ । ତେଣୁ ପ୍ରେମ କରୁଥିବା ବ୍ୟକ୍ତି ନିଜେ ଲୋୟାଲ ହେବା ସହ ତାଙ୍କ ପାର୍ଟନର ମଧ୍ୟ ତାଙ୍କ ପାଇଁ ଲୋୟଲ ହେବା ଦରକାର । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏଭଳି 5 ଟି ନାମର କପୁଲ୍ ଙ୍କ ବିଷୟରେ । ଯେଉଁ ମାନେ ନିଜ ପାର୍ଟନରଙ୍କ ପ୍ରତି ବହୁତ ବିଶ୍ଵସ୍ତ ରହିଥାନ୍ତି । କୌଣସି ପରିସ୍ଥିତିରେ ତାଙ୍କର ସାଥ୍ ଛାଡିନଥାନ୍ତି ।
A ଓ S- ଯେଉଁ କପୁଲ୍ ଙ୍କ ଯୋଡି A ଓ S ରେ ହୋଇଥାଏ । ଏହି ନାମର ଯୋଡିଙ୍କର ପ୍ରେମ ବନ୍ଧନ ଅତୁଟ ହୋଇଥାଏ । ଏମାନେ କେହି କାହାକୁ ଛାଡିକି ରହିପାରିନଥାନ୍ତି । ସବୁବେଳେ ନିଜ ପାର୍ଟନର ପ୍ରତି ଲୋୟାଲ ରହିଥାନ୍ତି । ଏମାନଙ୍କର ବହୁ ସମୟରେ ପ୍ରେମ ବିବାହ ମଧ୍ୟ ହୋଇଥାଏ ।
P ଓ R- ଯେଉଁ ଯୋଡିଙ୍କର ନାମ P ଓ R ଲେଟରରୁ ହୋଇଥାଏ । ଏମାନଙ୍କ ଯୋଡିକୁ ମଧ୍ୟ ଲକି କପୁଲ୍ ବୋଲି କୁହାଯାଇଥାଏ । କାରଣ ସମୟ ସହ ଏହି କପୁଲ୍ ଙ୍କର ଭଲ ପାଇବା ମଧ୍ୟ ଆଗକୁ ଅଧିକ ବଢିଯାଇଥାଏ । ଏମାନେ କୌଣସି ପରିସ୍ଥିତିରେ ନିଜ ପାର୍ଟନର ଛଡା ଅନ୍ୟ କାହା କଥା ଭାବନାରେ ମଧ୍ୟ ଆଣିନଥାନ୍ତି ।
K ଓ T- ଯେଉଁ ଯୋଡିଙ୍କର ନାମର ଆରମ୍ଭ ଏହି ଅକ୍ଷରରୁ ହୋଇଥାଏ । ଏମାନେ ବହୁତ ଭାଗ୍ୟଶାଳୀ କପୁଲ୍ ହୋଇଥାନ୍ତି । ବୋଲି ସାମୁଦ୍ରିକ ଶାସ୍ତ୍ରରେ ହିଁ ବର୍ଣ୍ଣିତ ରହିଛି । ଏମାନେ ଜଣେ ଅନ୍ୟ ଜଣଙ୍କର ସବୁବେଳେ ସାଥ୍ ଦେଇଥାନ୍ତି । ଉଭୟ ଉଭୟଙ୍କୁ ଭଲ ପାଇବା ସହ ସମ୍ମାନ ମଧ୍ୟ କରିଥାନ୍ତି ।
B ଓ M-ଏହି ନାମର ଆରମ୍ଭ ଯୋଡି ବହୁତ ଭଲ ଯୋଡି ମାନଙ୍କ ମଧ୍ୟରୁ ଅନ୍ଯତମ ହୋଇଥାଏ । କାରଣ ଏମାନେ ନିଜର ସାଥି ପାଇଁ କିଛି ମଧ୍ୟ କରିବାକୁ ପଛାଇ ନଥାନ୍ତି । ଏମାନଙ୍କର ପ୍ରେମ ସମ୍ପର୍କ ବାହାଘରର ସମ୍ପର୍କରେ ପରିଣତ ହୋଇଥାଏ । ଏହି କପୁଲ୍ ଙ୍କ ଉପରେ ଭଗବାନଙ୍କର ସବୁବେଳେ ଆଶ୍ରୀବାଦ ରହିଥାଏ ।
H ଓ J- ଏହି ନାମର କପୁଲ୍ ବହୁତ ହିଁ ଖାସ୍ ହୋଇଥାନ୍ତି । କାରଣ ଏମାନେ ପ୍ରକୃତରେ ନିଜର ସାଥିର ସବୁବେଳେ ସାଥ୍ ଦେଇ ଆସିଥାନ୍ତି । ଏମାନଙ୍କ ମଧ୍ୟରେ ଭଲ ବୁଝାମଣା ଥିବା କାରଣରୁ ଏମାନେ ପ୍ରେମ ଜୀବନରେ କେବେ ଧୋକା ଖାଇନଥାନ୍ତି ।