ଦେଶ ବିଦେଶ

କଥା କଥାରେ ହସୁଥିବା ଝିଅମାନେ କେମିତି ହୋଇଥାନ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଏ ହସିବା ସବୁ ଝିଅମାନଙ୍କର ଅଦା ହୋଇଥାଏ । କହିବାକୁ ଗଲେ ପୁଅ ମାନେ ଝିଅ ମାନଙ୍କର ହସିବା ଦେଖି ଫିଦା ହୋଇ ତାଙ୍କୁ ଦିଲ ଦେଇଥାନ୍ତି । ଏକ ରିସର୍ଚ ଅନୁଯାୟୀ ମଣିଷର ହାବଭାବ, ଆଚାର ବ୍ୟବହାର ତାର ବ୍ୟକ୍ତିତ୍ବ ବିଷୟରେ କହିଥାଏ ଠିକ ସେହିପରି ମଣିଷର ହସିବା ତାର ବ୍ଯକ୍ତିର ଅନେକ ରାଜ ଖୋଲିଥାଏ । ହସିବା ଦ୍ଵାରା ବହୁତ ଫାଇଦା ମିଳିଥାଏ । ଅଧିକ ହସୁଥିବା ଲୋକ ଅଧିକ ଦିନ ଯାଏଁ ଜୀବିତ ରହିଥାନ୍ତି ।

 

ଏହା ସହ ହସିବା ଦ୍ଵାରା ଚେହେରାର ମାଂସପେଶୀର ଏକ୍ସସାଇଜ ମଧ୍ୟ ହୋଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଝିଅ ମାନଙ୍କ ସହ ଜଡିତ ଏମିତି କିଛି କଥା କୁହାଯାଇଛି ଯାହାକୁ କେହି ଜାଣି ନାହାନ୍ତି । ସେହି ବିଷୟରେ ଆଜି ଆମେ ଆପଣଙ୍କୁ ବିସ୍ତାର ଭାବେ କହିବାକୁ ଯାଉଛୁ ।

୧- ଅଟକି ଅଟକି ହସୁଥିବା ଝିଅମାନେ : ଅନେକ ସମୟରେ ଦେଖାଯାଏ ଏମିତି କିଛି ଝିଅ ମାନେ ଅଛନ୍ତି ଯେଉଁ ମାନେ ରହି ରହି କି ହସିଥାନ୍ତି । ଏହା ସହ ଗୋଟିଏ କଥାକୁ ଅନେଇ ବହୁତ ସମୟ ଯାଏଁ ହସିଥାନ୍ତି । ଏଭଳି ଝିଅ ମାନଙ୍କର ମାନସିକ ଶକ୍ତି ବହୁତ କମ୍ଜୋର ହୋଇଥାଏ । ସାମୁଦ୍ରିକ ଶସ୍ତ୍ର ଅନୁଯାୟୀ ଏଭଳି ଝିଅ ମାନେ ଅଳସୀ ଓ କମଜୋର ହେବା ସହ ଏମାନଙ୍କର ସ୍ମରଣ ଶକ୍ତି ବହୁତ କମ ହୋଇଥାଏ ।

 

୨- ହିଁ ହିଁ ହୋଇ ହସୁଥିବା ଝିଅମାନେ : ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଘୋଡା ଭଳି ହିଁ ହିଁ ହୋଇ ହସୁଥିବା ଝିଅମାନେ ନିଜର କାମ କରାଇବାରେ ବହୁତ ଅଧିକା ମହିର ହୋଇଥାନ୍ତି । ଅଧିକତର ଝିଅ ମାନେ ମୌକା ଫାଇଦା ଉଠାଇବା ବହୁତ ଭଲ ଭାବେ ଜାଣିଥାନ୍ତି । ତେଣୁ ଏଭଳି ଝିଅ ମାନଙ୍କ ଠାରୁ ସାବଧାନ ରହିବା ଉଚିତ ।

୩- ମନ ଖୋଲି ହସୁଥିବା ଝିଅ ମାନେ : ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ଝିଅ ମାନେ ମନ ଖୋଲା କରି ହସିଥାନ୍ତି ସେମାନଙ୍କର ବ୍ୟବହାର ବହୁତ ଭଲ ହୋଇଥାଏ । ଏଭଳି ଝିଅ ମାନେ ସହନଶୀଳତା, ଦୟାଳୁ, ଆତ୍ମବିଶ୍ବାସୀ ହୋଇଥାନ୍ତି । ଏହି ଝିଅ ମାନେ କେବେ ବି କାହାକୁ ଧୋକା ଦିଅନ୍ତି ନାହି । ଏମିତି ଝିଅ ମାନେ ଆପଣଙ୍କ ଜୀବନରେ ଆସିଲେ ଭାବିବେ ଆପଣଙ୍କ କିସ୍ମତ ଚମକିବାକୁ ଯାଉଛି ।

୪- ଶାନ୍ତ ଭାବେ ହସୁଥିବା ଝିଅମାନେ : ସାମସୁଦୃକ ଶାସ୍ତ୍ର ଅନୁଯାୟୀ ସାନ୍ତ ହୋଇ ହସୁଥିବା ଝିଅ ମାନେ ମନର ପ୍ରସନ୍ନତା ଦେଖାଇଥାନ୍ତି । ଏହି ଝିଅମାନେ ଗମ୍ଭୀର, ଜ୍ଞାନୀ, ଆତ୍ମବିଶ୍ବାସୀ ଓ ଧର୍ଯ୍ୟବାନ ହୋଇଥାନ୍ତି । ଏହି ଝିଅମାନେ ସହଜରେ ବିଶ୍ଵାସ କରି ହୋଇପାରିବ ।

 

୫- ଠାର ଦେଇ ହସୁଥିବା ଝିଅମାନେ : ଖୋଲା ମନରେ ହସିବା ଅପେକ୍ଷା ଠାର ଦେଇ ହସିବା ଅଲଗା ହୋଇଥାଏ । ଯେଉଁ ମାନେ ଠାର ଦେଇ ହସିଥାନ୍ତି ସେମାନେ ଜୀବନରେ ସଫଳତା ହୋଇଥାନ୍ତି । ଅନେକ କ୍ଷେତ୍ରରେ ଏହି ଝିଅମାନେ ବହୁତ ତେଜ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button