ସ୍ୱାସ୍ଥ୍ୟ

କେବଳ ଥରେ ଲଗାନ୍ତୁ, ଅର୍ଶ ଶୁଖିକି ଝଡ଼ିଯିବ, ଚମତ୍କାରୀ ଘରୋଇ ଉପାୟ

ସୂଚନା ଅନୁସାରେ ଅର୍ଶ କିମ୍ବା ପାଇଲ୍ସ୍ ଏକ ଏଭଳି ସମସ୍ଯା ଯାହା ପ୍ରାୟତଃ ଲୋକମାନଙ୍କ ପାଖରେ ଦେଖାଯାଇଥାଏ । ଅର୍ଶ ହେବାର ଅନେକ କାରଣ ମଧ୍ୟ ରହିଅଛି।  ଯେଉଁ ମାନେ ପ୍ରାୟତଃ  ବସିକି କାମ କରିଥାନ୍ତି, ସେମାନଙ୍କ ପାଖରେ ଏହି ସମସ୍ଯା ବେଶି ଦେଖାଯାଇଥାଏ । ଅର୍ଶରେ ପୀଡିତ ବ୍ୟକ୍ତିମାନେ ମଳତ୍ଯାଗ ସମୟରେ ବହୁତ କଷ୍ଟ ଯନ୍ତ୍ରଣା ଭୋଗ କରିଥାନ୍ତି ଏବଂ ବସିବା ଉଠିବା ସମୟରେ ମଧ୍ୟ ବହୁତ ହଇରାଣ ହୋଇଥାନ୍ତି ।

 

ଏହି ଜଟିଳ ସମସ୍ଯାରୁ ମୁକୁଳିବା ପାଇଁ ଲୋକମାନେ ଅନେକ ପ୍ରକାର ମେଡ଼ିସିନ ମଧ୍ୟ ଖାଇଥାନ୍ତି, ଯାହାର ବେଳେବେଳେ  ସାଇଡିଫେକ୍ଟ ମଧ୍ୟ ଦେଖିବାକୁ ମିଳିଥାଏ । ସେଥିପାଇଁ ଆଜି ବତାଉଥିବା ଘରୋଇ ଉପାୟକୁ ନିହାତି ଭାବେ ଘରେ ଟ୍ରାଏ କରି ଦେଖନ୍ତୁ । ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଳାସ କ୍ଷୀରରେ ଏକ ଚାମଚ ଜଡାତେଲ  ମିଶାଇ ଏହାର ସେବନ କରନ୍ତୁ।

ଏହାକୁ ସେବନ କରିବା ଦ୍ଵାରା ଯେଉଁମାନଙ୍କର କୋଷ୍ଠକାଠିନ୍ୟ ଭଳି ସମସ୍ଯା ରହୁଛି, ତାହା ଦୂର ହୋଇଯିବ । କାରଣ ଯେଉଁମାନେ ଅର୍ଶ ଭଳି ସମସ୍ଯାରେ ପୀଡିତ ଥାନ୍ତି । ସେମାନଙ୍କ ଠାରେ ଯଦି କୋଷ୍ଠକାଠିନ୍ୟତା ଦେଖାଯାଇଥାଏ । ତେବେ ସେମାନେ ମଳତ୍ୟାଗ ସମୟରେ ବହୁତ ଯନ୍ତ୍ରଣାର ଶିକାର ହୋଇଥାନ୍ତି । ଆପଣ ନିଜରକୋଷ୍ଠକାଠିନ୍ୟରୁ ମୁକ୍ତି ଓ  ପେଟକୁ ସଂପୂର୍ଣ୍ଣ ପରିଷ୍କାର ରଖିବା ପାଇଁ ଚାହୁଁଥିଲେ ।

 

ନିହାତି ଭାବରେ ଖାଦ୍ୟ ଖାଇବା ସମୟରେ ସ୍ଯାଲାଡର ସେବନ କରନ୍ତୁ । ସ୍ଯାଲାଡରେ ଗାଜର, ମୂଳା ଓ ବିଟ୍ ରହିବା ନିହାତି ଭାବେ ଦରକାର । କାରଣ ଏହି ସବୁ ଖାଦ୍ୟ ପଦାର୍ଥ ପେଟ ସଫା ରଖିବା ପାଇଁ ଅନେକ ସାହାଜ୍ଯ କରିଥାନ୍ତି । ଅର୍ଶ ଭଲ କରିବାର ଏକ ଭଲ ଘରୋଇ ଉପଚାର ବିଷୟରେ ଚାଲନ୍ତୁ ଜାଣିବା । ଏହି ଉପଚାର ପାଇଁ ପ୍ରଥମ ସାମଗ୍ରୀ ହେଉଛି ଧଳା ପିଆଜ । ଧଳା ପିଆଜକୁ ଛେଚି ଆପଣ ସେଥିରୁ ୧୦ml ପାଖାପାଖି ରସ ବାହାର କରିଦିଅନ୍ତୁ ।

ଦିତୀୟ ସାମଗ୍ରୀ ହେଉଛି ଅଦା, ଏହି ଅଦାକୁ ଛେଚି ଏହାର ରସ ବାହାର କରି ସେଥିରୁ ୫mlର ରସ ସେହି ପିଆଜ ରସ ରଖିଥିବା ପାତ୍ରରେ ମିଶାନ୍ତୁ । ପିଆଜ ଓ ଅଦା ରସକୁ ଭଲ ଭାବେ ଗୋଳାଇ ଦିଅନ୍ତୁ, ଏହି ରେମିଡି ଆପଣଙ୍କର ପ୍ରସ୍ତୁତ ହୋଇଗଲା । ଆପଣ ସେହି ପ୍ରସ୍ତୁତ ରେମିଡିରେ ଏକ ତୁଳା ସାହାଜ୍ଯରେ କିଛି ରସ ଆଣି ଆପଣଙ୍କ ଅର୍ଶ ହୋଇଥିବା ଜାଗାରେ ଲଗାନ୍ତୁ । ଦେଖିବେ  କିଛି ସପ୍ତାହ ମଧ୍ୟରେ ଏହି ଅର୍ଶ ସମସ୍ଯାରୁ ଆପଣଙ୍କୁ ଅନେକ ଉପଶମ ମିଳିପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button