ଦେଶ ବିଦେଶ

ଭାଗ୍ୟଶାଳୀ ସ୍ତ୍ରୀଙ୍କର ବଡ ହୋଇଥାଏ ଏହି 5 ଅଙ୍ଗ, ଆଉ ଆପଣଙ୍କର ?

ସୂଚନା ଅନୁସାରେ ୧୮ ଟି ବିଶିଷ୍ଟ ପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ ହୋଇଥାଏ । ଏହି ପୁରାଣରେ ବହୁତ ଏପରି କିଛି ତଥ୍ୟ ଲୁଚି ରହିଛି । ଜାହକୁ ଜାଣିବା ଦ୍ଵାରା ମନୁଷ୍ୟର ସଂପୂର୍ଣ୍ଣ ଜୀବନ କାଳ ମଧ୍ୟରେ ଅନେକ କାମରେ ଆସିପାରିବ । ବିଶେଷ କରି ଗରୁଡ ପୁରାଣରେ ମହିଳା ମାନଙ୍କୁ ନେଇ ଅନେକ କିଛି ରୋଚକତଥ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି ।

 

ଯାହା ଉଭୟ ପୁରୁଷ ଓ ମହିଳା ମାନେ ଜାଣିବା ନିହାତି ଦରକାର । ମହିଳା ମାନଙ୍କର ଯଦି ଶରୀରରେ ଏପରି ୫ ଟି ଅଙ୍ଗ ବଡ ତେବେ ସେହି ମହିଳା ଭାଗ୍ୟଶାଳୀ ବିବେଚିତ ହୋଇଥାଏ । ପ୍ରଥମେ ହେଉଛି ମହିଳା ମାନଙ୍କର ଲମ୍ବା ଲମ୍ବା କେଶ । ଏହା ତ ସମସ୍ତଙ୍କୁ ଜଣା ଯେ ମହିଳା ମାନଙ୍କର ଲମ୍ବା ଓ ସୁନ୍ଦର କେଶ ହେଉଛି ସେମାନଙ୍କର ସୁନ୍ଦରତାର ଅନ୍ୟତମ ବୈଶିଷ୍ଟ ।

ଏହା ଛଡା ଯେଉଁ ମହିଳା ମାନଙ୍କର ବଡ ବଡ କେଶ ଥାଏ । ସେମାନେ ତାଙ୍କ ପରିବାର ପାଇଁ ସୁଖ ସମୃଦ୍ଧିର କାରଣ ପାଲଟିଥାନ୍ତି । ଯେପରି ଶାସ୍ତ୍ରରେ ରଚିତ ସମସ୍ତ ଦେବୀଙ୍କର କେଶ ଲମ୍ବା ସେହିପରି ମହିଳା ମାନଙ୍କର କେଶ ମଧ୍ୟ ଲମ୍ବା ରହିବା ଉଚିତ । ଦିତୀୟରେ ଯେଉଁ ମହିଳା ମାନଙ୍କର ବଡ ବଡ ସ୍ତନ ରହିଥାଏ । ସେହି ମହିଳା ମାନେ ମଧ୍ୟ ନିଜ ସ୍ଵାମୀର ଧନ ସମ୍ପତିଙ୍କୁ ବୃଦ୍ଧି କରାଇଥାନ୍ତି ।

 

ଏହା ସହିତ ବଡ ବଡ ସ୍ତନ ଥିବା ମହିଳା ମାନେ ବହୁତ ଶୀଘ୍ର ନିଜ ସ୍ଵାମୀକୁ ନିଜ ପ୍ରତି ଆକର୍ଷିତ କରିବା ସହିତ ଏମାନଙ୍କ ସ୍ଵାମୀ ଏମାନଙ୍କୁ ବହୁତ ଅଧିକ ପ୍ରେମ କରିଥାନ୍ତି । ତୃତୀୟରେ ବଡ ବେକ ଥିବା ନାରୀ ମଧ୍ୟ ଶୌଭାଗ୍ୟଶାଳୀନୀ ହୋଇଥାନ୍ତି । ଏମାନେ ନିଜ ଘର ତଥା ସ୍ଵାମୀ ପାଇଁ ଅତ୍ୟନ୍ତ ଶୁଭ ହୋଇଥାନ୍ତି ।

ଏପରି ନାରୀ ନିଜ ଘରର ଉନ୍ନତିରେ ସଦା ସର୍ବଦା ପ୍ରୟାସ କରିଥାନ୍ତି । ଚତୁର୍ଥରେ ବଡ ବଡ ଆଖି । ଯେଉଁ ମହିଳାଙ୍କର ୨ ଟି ଆଖି ବଡ ଓ ସୁନ୍ଦର ହୋଇଥାଏ । ସେହି ମହିଳା ମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । କଥାରେ ଅଛି ଏହି ମହିଳାମାନଙ୍କ ପାଖରେ ବୁଦ୍ଧି ଓ ବିଦ୍ୟା ଭରି ହୋଇ ରହିଥାଏ ।

 

ଯେଉଁ କାରଣରୁ ଏମାନେ ସବୁ ପରିସ୍ଥିତିକୁ ସାହସର ସହ ବୁଦ୍ଧି ଖଟାଇ ସମ୍ଭାଳିଥାନ୍ତି ।  ପଞ୍ଚମରେ ବଡ ଓ ମାଂସଳ ଜଙ୍ଘ । ଯେଉଁ ମହିଳା ମାନଙ୍କର ଜଙ୍ଘ ଗୁଡିକ ବଡ ଓ ମାଂସଳ ହୋଇଥାଏ । ସେହି ମହିଳା ମାନେ ଘର ପାଇଁ ଶୌଭାଗ୍ୟ ନେଇକରି ଆସିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button