କେଉଁ ପ୍ରାଣୀର ଆଖିରୁ ସବୁବେଳେ ଲୁହ ଝରେ ?
ଆମ ଦେଶ ଦୁନିଆରେ ଅନେକ ସାରା ଗୁରୁତ୍ଵପୂର୍ଣ୍ଣ କଥା ରହିଛି । ଯାହାର ଜ୍ଞାନ ଆମ ପାଖରେ ରହିବା ନିତାନ୍ତ ଜରୁରୀ ହୋଇଥାଏ । କାରଣ ଜ୍ଞାନର ଆବଶ୍ୟକା ସମସ୍ତ କ୍ଷେତ୍ରରେ ଦରକାର ପଡିଥାଏ । ଯେଉଁ ବ୍ୟକ୍ତି ପାଖରେ ଅଧିକ ଜ୍ଞାନ ରହିଥାଏ । ସେହି ବ୍ୟକ୍ତି ସବୁ କ୍ଷେତ୍ରରେ ଆଗୁଆ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଭାରତର କିଛି ପ୍ରମୁଖ ଲୋକଙ୍କର ନାମ ଆଜି ଆମେ ଆପଣଙ୍କୁ ଏହି ସାଧାରଣ ଜ୍ଞାନ ପୋଷ୍ଟ ମାଧ୍ୟମରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ବିଷୟରେ ଏଠାରେ ଆଲୋଚନା କରିବା ।
ଉତ୍ତର;- ମାଛ ଜମାରୁ ମଧ୍ୟ ଶୋଇ ନଥାଏ ।
2- ମଣିଷ ଦିନକୁ ପୟ କେତେ ଥର ପ୍ରଶ୍ଵାସ ବାୟୁ ନିଏ ?
ଉତ୍ତର;- 22 ହଜାର ଥର ମଣିଷ ଦିନକୁ ପ୍ରଶ୍ଵାସ ନେଇଥାଏ ।
3- କେଉଁ ମାଛର ମୁଣ୍ଡରେ ହୃତପିଣ୍ଡ ରହିଥାଏ ?
ଉତ୍ତର;- ଚିଙ୍ଗୁଡିର ମୁଣ୍ଡରେ ହୃତପିଣ୍ଡ ରହିଥାଏ ।
4- କେଉଁ ଦେଶରେ ଡାକ୍ତର ମାନେ ଉଡାଜାହାଜରେ ଚଢି ରୋଗୀ ଦେଖିବାକୁ ଜାଆନ୍ତି ?
ଉତ୍ତର;- ଅଷ୍ଟ୍ରେଲିଆ ଦେଶର ଡାକ୍ତର ମାନେ ଉଡାଜାହାଜରେ ଚଢି ରୋଗୀ ଦେଖିବାକୁ ଜାଆନ୍ତି ।
5- କେଉଁ ପକ୍ଷୀ 30 ହଜାର ଫୁଟ ଉପରେ ଉଡିପାରେ ?
ଉତ୍ତର;- ଶାଗୁଣା 30 ହଜାର ଫୁଟ ଉପରେ ଉଡିପାରେ ।
6- କେଉଁ ପ୍ରାଣୀର ଆଖିରୁ ସବୁବେଳେ ଲୁହ ଝରେ ?
ଉତ୍ତର;- କୁମ୍ଭୀରର ଆଖିରୁ ସବୁବେଳେ ଲୁହ ଝରିଥାଏ ।
7- କେଉଁ ମାନେ ବିଲେଇକୁ ପୂଜା କରନ୍ତି ?
ଉତ୍ତର;- ମିଶର ଦେଶର ଲୋକମାନେ ବିଲେଇକୁ ପୂଜା କରିଥାନ୍ତି ।
8- କେଉଁ ଗଛ ମଣିଷ ପରି କାନ୍ଦିଥାଏ ?
ଉତ୍ତର;- ୟୂରେଲ ଗଛ ମଣିଷ ପରି କାନ୍ଦିଥାଏ ।
9- ପିଠିରେ ଭାରା ଦେଇ ଶୋଉଥିବା ଏକ ମାତ୍ର ପ୍ରାଣୀ କିଏ ?
ଉତ୍ତର;- ମଣିଷ ଜିଏକି ପିଠିରେ ଭାରା ଦେଇକି ଶୋଇଥାଏ ।
10- କେଉଁ ପ୍ରାଣୀ 1 ବର୍ଷ ବଞ୍ଚେ ?
ଉତ୍ତର;- ପିମ୍ପୁଡି ଜିଏକି 1 ବର୍ଷ ବଞ୍ଚିଥାଏ ।
11- କେଉଁ କୋଇଲି ରାବେ ନାହିଁ ?
ଉତ୍ତର;- ପାଣି କୋଇଲି ରାବି ନଥାଏ ।
12- ଗୋଟିଏ କୁକୁରର ଆୟୁ ସୀମା କେତେ ହୋଇଥାଏ ?
ଉତ୍ତର;- ଗୋଟିଏ କୁକୁରର ଆୟୁ ସୀମା 10 ବର୍ଷ ହୋଇଥାଏ ।
13- କେଉଁ ପ୍ରାଣୀ 500 ଶହ ବର୍ଷ ବଞ୍ଚିଥାଏ ?
ଉତ୍ତର;- ତିମି ମାଛ 500 ଶହ ହଜାର ବର୍ଷ ବଞ୍ଚିଥାଏ ।
14- କଞ୍ଚାଲଙ୍କାରେ କେଉଁ ଭିଟାମିନ ରହିଥାଏ ?
ଉତ୍ତର;- କଞ୍ଚାଲଙ୍କାରେ ଭିଟାମିନ କେ ରହିଥାଏ ।