ଓଡିଶା

କୋର୍ଟକୁ ତଥ୍ୟ ଦେବି : ଅର୍ଚ୍ଚନା – bajravana

[ad_1]

 ଇଡି ଅଫିସରୁ ବାହାରିଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ । ୧ ଘଣ୍ଟା ପରେ ସ୍ୱାମୀ ଜଗବନ୍ଧୁଙ୍କ ସହ ବାହାରିବା ପରେ ଅର୍ଚ୍ଚନାଙ୍କ ପ୍ରତିକ୍ରିୟା । ଇଡି ହାଜର ପାଇଁ ଡାକିଥିଲେ, ଯାହା ତଥ୍ୟ ମାଗିଥିଲେ ଦେଇଛି । ପୂର୍ବ କେସ୍ ନେଇ ତଥ୍ୟ ରହିଛି , ଷଡଯନ୍ତ୍ର ଚାଲିଛି । ଯେଉଁ ମାନେ ଫସାଇଥିଲେ, କୋର୍ଟକୁ ତଥ୍ୟ ଦେବି ବୋଲି କହିଛନ୍ତି ଅର୍ଚ୍ଚନା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button