news

ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଗୋରା ରଙ୍ଗ ନେଇ ଜନ୍ମ ନେଉଥିବା ଶିଶୁକୁ ଅଶୁଭ ବୋଲି ମାନି ଲୋକମାନେ କରନ୍ତି ଏପରି କାମ

Image result for black childସାଧାରଣତଃ ପିତାମାତାଙ୍କ ଇଚ୍ଛା ଥାଏ ଗୋରାରଙ୍ଗ ନେଇ ତାଙ୍କ ଶିଶୁ ଜନ୍ମ ନେଉ। ତେବେ ଶିଶୁଟି ଗୋରା ହେଉ ଅବା କଳା, ରଙ୍ଗକୁ ନେଇ କୌଣସି ଭେଦଭାବ କରିବା ଉଚିତ ନୁହେଁ। ଏହା ସତ୍ତ୍ୱେ ବି ମହିଳାମାନେ ଗୋରା ଶିଶୁକୁ ଜନ୍ମ ଦେବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟପାନୀୟ ଗ୍ରହଣ କରିଥାଆନ୍ତି। କିନ୍ତୁ ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠିକାର ଜନଜାତି ସେମାନଙ୍କ ଘରେ କଳାଶିଶୁ ଜନ୍ମ ନେଲେ ଖୁସି ହୋଇ ଥାଆନ୍ତି। ଯଦି ଗୋରା ଶିଶୁ ଜନ୍ମ ନିଏ ତେବେ ସେମାନେ ଏହାକୁ ଅଶୁଭ ବୋଲି ମାନି ଏଭଳି କାମ କରନ୍ତି ଯାହାକୁ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ।

ଆଣ୍ଡାମାନରେ ଜାରଓ୍ଵ ନାମକ ଏକ ଜନଜାତି ବସବାସ କରନ୍ତି, ସେମାନଙ୍କ ଧାରଣା ରହିଛି କି, ନବଜାତ ଶିଶୁ କଳା ହେବା ଆବଶ୍ୟକ, ତେବେ ଯାଇ ସେ ଏହି ଜନଜାତିଙ୍କ ସହିତ ଚଳି ପାରିବ। ତେଣୁ ଅନ୍ତସତ୍ତ୍ୱା ମହିଳାଙ୍କୁ ପଶୁଙ୍କ ରକ୍ତ ପିଇବାକୁ ଦିଅନ୍ତି। ଯାହା କାରଣରୁ ସେମାନଙ୍କ ଶିଶୁ କଳା ରଙ୍ଗ ନେଇ ଜନ୍ମ ହୋଇଥାଏ। ଗୋର ରଙ୍ଗ ନେଇ ଶିଶୁ ଜନ୍ମ ନେଲେ ସେ ଏହି ଜନଜାତି ସହିତ ଖାପଖୁଆଇ ଚଳି ପାରିବ ନାହିଁ। ତେଣୁ ତାକୁ ଜନ୍ମରୁ ହିଁ ମାରି ଦିଆଯାଏ।

Related Articles

Leave a Reply

Your email address will not be published. Required fields are marked *

Back to top button