ଦେଶ ବିଦେଶ

ଗର୍ଭବତୀ ଖବର ଉପରୁ ପରଦା ଉଠାଇଲେ ସୀମା ହାଇଦର – bajravana

[ad_1]

ନୂଆଦିଲ୍ଲୀ: ପାକିସ୍ତାନୀ ଭାଉଜ ନାଁରେ ପରିଚିତ ହୋଇଥିବା ସୀମା ହାଇଦର ଗର୍ଭବତୀ ଥିବା ଖବର ଉପରୁ ପରଦା ହଟିଛି । ଗର୍ଭବତୀ ଥିବା ଖବର ମିଛ ବୋଲି ସୀମା କହିଛନ୍ତି । ଦିନେ ନା ଦିନେ ତ ପିଲା ହେବ, ଆଉ ଯେବେ ହେବ ସମସ୍ତଙ୍କ ସାମ୍ନାକୁ ଆସିଯିବ ବୋଲି କରବା ଚୌଥରେ ହୋଇଥିବା ଏକ ଇଣ୍ଟଭ୍ୟୁରେ ସୀମା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଉଭୟ ସୀମା ହାଇଦର ଓ ସଚ୍ଚିନ ମୀଣା କରବା ଚୌଥ ବ୍ରତ ରଖିଥିଲେ । ଏହି ଅବସରରେ ସୀମାଙ୍କ ପାଇଁ ସଚ୍ଚିନ ‘ତୁଝେ ଦେଖା ତୋ ୟେ ଜାନା ସନମ’ ଗୀତ ଗାଇଥିଲେ । ଆଉ ୨ ବର୍ଷ ହେବ କରବା ଚୌଥ ବ୍ରତ ରଖୁଥିବା ନେଇ ସୀମା ପ୍ରକାଶ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button