ସ୍ୱାସ୍ଥ୍ୟ

ପିଠି ଯନ୍ତ୍ରଣାର ଉପଚାର

Image result for back pain

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରାୟ ଲୋକ ସେମାନଙ୍କ ପିଠି ଅଣ୍ଟା ଯନ୍ତ୍ରଣାର ଶିକାର ହେଉଛନ୍ତି ହି ଯନ୍ତ୍ରଣା ହେବା ମାତ୍ରେ ସାଙ୍ଗେ ସାଙ୍ଗେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏହାକୁ ଅଣଦେଖା କଲେ ଏହା ବିରାଟ ରୂ ଧାରଣ କରେ ଯନ୍ତ୍ରଣା ଅସହାୟ ହେବା ଯୋଗୁଁ ବ୍ୟକ୍ତି ଠିକ୍ ଭାବରେ ଛିଡ଼ା ହୋଇପାରେ ନାହିଁ କି ଠିକ୍ ଭାବରେ ଚାଲିାରେ ନାହିଁ ରୋଗୀ ଅସହ୍ୟ ଯନ୍ତ୍ରଣା ଅନୁଭବ କରେ ଆପଣ ଯଦି ପିଠି ଯନ୍ତ୍ରଣାରେ ପୀଡ଼ିତ ତେବେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ଏହି ସମୟରେ ପ୍ରଚୁର ପରିମାଣରେ ଭିଟାମିନ୍ଡ଼ି ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ କାରଣ ଶରୀରରେ ଭିଟାମିନ୍ଡ଼ି ଅଭାବ ହେଲେ ହାଡ଼ ଦୁର୍ବଳ ହୋଇଯାଏ ଆହୁରି ମଧ୍ୟ ଶ୍ୱାସକ୍ରିୟା ମାଧ୍ୟମରେ ମଧ୍ୟ ଯନ୍ତ୍ରଣା ଦୂର କରି ହେବ ଏଥିାଇଁ ପ୍ରତିଦିନ ଯୋଗ କରନ୍ତୁ ଲମ୍ବା ଲମ୍ବା ପ୍ରଶ୍ୱାସ ନେବା ସହିତ ନିଶ୍ୱାସ ମଧ୍ୟ ଛାଡ଼ିବା ଦରକାର । ଏହା ଦ୍ୱାରା ଶରୀର ଟିକେ ହାଲ୍କା ଲାଗେ । ମାଂସପେଶୀ ମଧ୍ୟ ସକ୍ରିୟ ହୁଏ । ଏହା ଦ୍ୱାରା ଯନ୍ତ୍ରଣା ହ୍ରାସ ପାଇଥାଏ । ଅଣ୍ଟା ଓ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମସାଜ୍ର ମଧ୍ୟ ଗୁରୁତ୍ୱୂର୍ଣ୍ଣ ଭୂମିକା ରହିଛି । ମସାଜ୍ ଦ୍ୱାରା ମାଂସପେଶୀର କ୍ଲାନ୍ତି ଦୂର ହୋଇଥାଏ । ଫଳରେ ଯନ୍ତ୍ରଣା ହ୍ରାସ ପାଇଥାଏ । ଶରୀର ହାଲକା ଲାଗେ । ଗର୍ଭବତୀ ମହିଳାଙ୍କ ପାଇଁ ଏହା ବେଶ୍ ଉପଯୋଗୀ ।

Related Articles

Leave a Reply

Your email address will not be published. Required fields are marked *

Back to top button