ଦେଶ ବିଦେଶ

ଜମ୍ମୁ-କଶ୍ମୀରରେ ୫ ଦିନରେ ୪ ବଡ଼ ଅପରେସନ – bajravana

[ad_1]

ଜମ୍ମୁ-କଶ୍ମୀର: ଭାରତୀୟ ସେନା ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛି । ଏହିକ୍ରମେ ଗତ ୫ ଦିନରେ ଘାଟିରେ ୪ ବଡ଼ ଅପରେସନକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ସେଥିମଧ୍ୟରେ ଅପରେସନ ସୁଜଲିଗଲା, ଅପରେସନ ଗରୋଲ, ବାରାମୁଲାରେ ଆଇଇଡୀ ଡିଫ୍ୟୁଜ ଓ ଅପରେସନ ଖାନ୍ଦା ସାମିଲ ରହିଛି । ଏହି ସମୟରେ ସୁରକ୍ଷାବଳର ୫ ଯବାନ ମଧ୍ୟ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଇତିମଧ୍ୟରେ ପାକିସ୍ତାନ ସେନାର ବଡ଼ ଚକ୍ରାନ୍ତର ଖୁଲାସା ହୋଇଛି । ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରୁ ବୋଲି ପାକିସ୍ତାନ ଚାହୁଁଛି । ସେଥିପାଇଁ ଲଗାତାର ଭାବେ ଆତଙ୍କବାଦୀ ଆକ୍ରମଣ ଜାରି ରଖିଛି ଏବଂ ଆଗକୁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button