news

ଯଦି ବିବାହ ପାଁଇ ଝିଅ ଦେଖିବାକୁ ଯାଉଛନ୍ତି ତ ଏହି ପ୍ରଶ୍ନ ନିଶ୍ଚିତ ରୂପେ ପଚାରନ୍ତୁ !

ସବୁ ଲୋକେ ଇଚ୍ଛା କରିଥାନ୍ତି କି ବିବାହ ହେଉ କିମ୍ବା ଅନ୍ୟ କିଛି କାମ ତାଙ୍କୁ ଗୋଟେ ଭଲ ଝିଅ ମିଳୁ , କିନ୍ତୁ ସବୁ ଲୋକଙ୍କ ର ଏହି ଆଶା ପୁରଣ ହେଇ ପାରି ନ ଥାଏ I ଅଧିକାଂଶ ଲୋକେ ଚିନ୍ତାଶୀଳ ହେଇଥିବା ରୁ ସେମାନେ ଯାହା ନିଜ ବୈବାହିକ ଜୀବନ କୁ ଆଗକୁ ନେଇଥାନ୍ତି ଏବଂ ଦେଖିବାକୁ ଗଲେ ପ୍ରାୟ ସବୁ ଲୋକେ ଏକ ସଫଳ ଜୀବନ ର କାମନା କରିଥାନ୍ତି I କିନ୍ତୁ ଅନେକ ସମୟ ରେ ପରିସ୍ଥିତି ବିପରୀତ ହେଇଥାଏ I ସେତେବେଳେ ଯାଇ ଆମେ ଜାଣିଥାଉ କି ଆମେ ଆମ ଜୀବନସାଥି ଙ୍କୁ ନେଇ ଖୁସି ରେ ନାହୁଁ I ସର୍ବ ପ୍ରଥମେ ତ କହିରଖୁଛୁ କି ଯଦି ଆପଣ ବିବାହ ପାଁଇ କୌଣସି ଝିଅ ଦେଖିବାକୁ ଯାଉଛନ୍ତି ତେବେ ସବୁ ପ୍ରକାରର ପରମ୍ପରା କୁ ମାନିଥାନ୍ତି କିନ୍ତୁ ଟିକେ ସମୟ ବାହାର କରିକି ଏହି ପ୍ରଶ୍ନ ନିଶ୍ଚିତ ରୂପେ ପଚାରି ନିଅନ୍ତୁ I ପଚାରି ନେବେ କି ସେ ଆଉ କାହାକୁ ତାଙ୍କ ମନ ରେ ଜାଗା ଦେଇ ନାହାନ୍ତି ତ I ଯଦି ସେ ହଁ କରନ୍ତି ତ ଭଲ ହେବ ଆପଣ ସେଠାରୁ ଫେରି ଆସନ୍ତୁ I ଏହା ପରେ ଝିଅ କୁ ଆଉ ଏକ ପ୍ରଶ୍ନ ପଚାରିବେ କି ସେ କୌଣସି ଚାକିରୀ କରିବାକୁ ଇଚ୍ଛା ରଖିଛନ୍ତି କି ନାହିଁ I ଯଦି ସେ ହଁ କରନ୍ତି ତେବେ ଆପଣ ପଚାରିବେ କି କଣ ସେ ଆପଣ ଙ୍କ ପରିବାର ର ଦାଇତ୍ୱ ନେବାକୁ ଚାହୁଁଛନ୍ତି କି ନା I ବିବାହ ପୂର୍ବ ରୁ ଏହି ସବୁ କଥା ଜାଣି ରଖିବା ଉଚିତ I ଏବଂ ତା ପରେ ଆଉ ଏକ ପ୍ରଶ୍ନ ପଚାରିବେ କି ଯଦି ଭବିଷ୍ୟତ ରେ ଆପଣ ଙ୍କ ର ଆର୍ଥିକ ପରିସ୍ଥିତି ଭଲ ନ ରହେ ଏବଂ ସେ ଘର ର ସବୁ ଦାଇତ୍ୱ କୁ ପୁରଣ କରି ନ ପାରନ୍ତି ତେବେ କଣ ସେ ଆପଣ ଙ୍କ ର ସାଥି ଦେବେ I ଯଦି ସେ ହଁ କରନ୍ତି ତେବେ ଆପଣ ତାଙ୍କୁ ହିଁ ଜୀବନସାଥୀ ରୂପେ ବାଛିବେ I

Related Articles

Leave a Reply

Your email address will not be published. Required fields are marked *

Back to top button