ଦେଶ ବିଦେଶ

ସ୍ଵାମୀ କେଉଁ ଦିନ ନିଜ ସ୍ତ୍ରୀ ସହ ସଂଭୋଗ କରିଲେ… ସ୍ତ୍ରୀ ବିଧବା ହୋଇଯାଏ, ଭୁଲରେ ବି କରନ୍ତୁ ନାହିଁ ଏଭଳି କାର୍ଯ୍ୟ !

1- ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯୁକ୍ତି ତର୍କ କିମ୍ବା କଳହ ଲାଗି ରହିଲେ । ଅଶୁଭ ହୋଇଥାଏ । ଏହା ସହ ଘରେ ଅର୍ଥ ଅଭାବ ଦେଖାଦେବା ସହିତ ଦରିଦ୍ରତା ବୃଦ୍ଧି ପାଇଥାଏ । 2- ରାତିରେ ମହିଳା ମାନେ କେବେବି କେଶ ଖୋଲା କରି ଶୋଇବା ଅନୁଚିତ । ଏହା ଅଶୁଭ ହୋଇଥାଏ । ଏଥିସହ ନକରାତ୍ମକ ଶକ୍ତି ବୃଦ୍ଧି ପାଇବା ସହିତ ମନ ଅଧିକ ଭାବୁକ ହୋଇଯାଇଥାଏ । 3- ନିଜର ସୁନା, ଗହଣା କେବେ କାହାକୁ ପିନ୍ଧିବାକୁ ଦେବା ଉଚିତ ନୁହେଁ । କି ଅନ୍ୟର ଗହଣା ନିଜେ ବି ପିନ୍ଧିବା ଉଚିତ ନୁହେଁ । ନଚେତ ଏହାର କୁପ୍ରଭାବ ସ୍ଵାସ୍ଥ ଉପରେ ପଡିଥାଏ ।

4- ଅଇଁଠା ବାସନ କେବେବି ରୋଷେଇ କରୁଥିବା ଚୁଲା ଉପରେ ରଖିବା ଉଚିତ ନୁହେଁ । ଏହା ଦେୟାର ଦୁଃଖ ଓ ଦରିଦ୍ରତା ଆସିବାର ସମ୍ଭାବନା ଦେଖାଦେଇଥାଏ । 5- ଗୁରୁବାର ଦିନ ଘରେ କେବେବି ଝାଡୁ, ପୋଛା ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ବୃହଷ୍ପତ୍ତି କମଜୋର ହୋଇଯାଇଥାନ୍ତି । ଯାହା ଦ୍ଵାରା ଘରେ ଅଶାନ୍ତି ଦେଖାଦେଇଥାଏ ।

6- ମହିଳା ମାନେ ସକାଳୁ ବିଳମ୍ବରେ ଉଠିବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହୋଇଥାଏ । ଏହା ଦ୍ଵାରା ପରିବାର ଲୋକଙ୍କ ସ୍ଵାସ୍ଥ ଖରାପ ହୋଇଥାଏ । 7- ସ୍ତ୍ରୀ ଲୋକମାନେ ମଙ୍ଗଳସୂତ୍ର, ହାତର ଚୁଡି, କୁଣ୍ଡଳ ଏବଂ ପାଉଁଜି କେବେବି ଓହ୍ଲାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

8- ସକାଳେ ଖାଲି ପେଟରେ ତୁଳସୀ ପତ୍ର ସେବନ କରିବା ଦ୍ଵାରା ବୁଧଗ୍ରହ ଦୋଷ ଦୂର ହୋଇଥାଏ । ଏହା ସହ ଚର୍ମରୋଗ ସହିତ ସଂକ୍ରମଣ ରୋଗ ମଧ୍ୟ ଭଲ ହୋଇଥାଏ । 9- ସ୍ଵାମୀ ସ୍ତ୍ରୀ ଶୋଇବା ଘରେ ପ୍ରଜାପତି ମାନଙ୍କର ଫୋଟ ଲଗାଇବା ଦ୍ଵାରା ଶୁଭ ହୋଇଥାଏ । ଏହା ଦ୍ଵାରା ଦାମ୍ପତ୍ୟ ଜୀବନରେ ପ୍ରେମ ଓ ଘନିଷ୍ଟତା ବଢିଥାଏ ।

10- କେବେବି ଅନ୍ୟ ମାନଙ୍କ ସହ କଥା ହେବା ବେଳେ ବଡ ପାଟି କରି କଥା ହେବ ଉଚିତ ନୁହେଁ । ଏହା ଦ୍ଵାରା ଗ୍ରହଦୋଶା ଦେଖାଦେଇଥାଏ । ଯାହା ଦ୍ଵାରା ମାନସିକ ସମସ୍ଯା ଆସିଥାଏ । 11- ସକାଳୁ ମୁହଁ ନଧୋଇ ଅଗ୍ନୀକୁ ଛୁଇଁବା ଅଶୁଭ ହୋଇଥାଏ । 12- ଠାକୁର ଘରେ ଦକ୍ଷିଣାମୁଖୀ ଶଙ୍ଖ ରଖିବା ଉଚିତ, ଏହା ଶୁଭ ହୋଇଥାଏ ।

13- ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଢାଳିଲେ । ରୋଜଗାର ପ୍ରାପ୍ତି ସହ ଆର୍ଥିକ ସ୍ଥିତି ଭଲ ରହିଥାଏ । 14- ପୂଜା ଘରେ ଠାକୁରଙ୍କ ଫୋଟ ବ୍ଯତୀତ କୌଣସି ଗୁରୁ ବା ପିତୃଙ୍କର ଫୋଟ ଲଗାନ୍ତୁ ନାହିଁ । 15- ଯେଉଁ ପୁରୁଷ ନିଜ ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ମହିଳା ସହ ସଂଗମ କରିଥାଏ । ସେ ପର ଜନ୍ମରେ କୁକୁର ଜନ୍ମ ପାଇଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button