ସନ୍ଧ୍ୟା ସମୟରେ ଶୋଉଥିବା ମହିଳା କିପରି ହୋଇଥାନ୍ତି, ଜାଣିଲେ ଆ-ଶ୍ଚର୍ଯ୍ୟ ହୋଇଯିବେ।
ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଏହା ଚାହାଁନ୍ତି କି ଧନର ଦେବୀ ମା ଲକ୍ଷ୍ମୀ ସ୍ଥାୟୀ ରୂପେ ତାଙ୍କ ଘରେ ରୁହନ୍ତୁ। ଏବଂ ମା ଲକ୍ଷ୍ମୀ ମଧ୍ୟ ନିଜର ପ୍ରତ୍ୟକ ଭକ୍ତର ନିଜର ସମ୍ପୂର୍ଣ୍ଣ କୃପା ଦେବାକୁ ଚେଷ୍ଟା କରନ୍ତି। ଏବଂ ତାଙ୍କ ଘରେ ନିବାସ କରିବାକୁ ଇଛା ରଖନ୍ତି। କିନ୍ତୁ କେତେଥର କିଛି ଭକ୍ତ ଏହା ଭାବି ଚିନ୍ତିତ ହୁଅନ୍ତି କି ମା ଲକ୍ଷ୍ମୀଙ୍କୁ ଭଲ ଭାବରେ ପୂଜା କରିବା ପରେ ବି ପ୍ରସନ୍ନ ହେଉନାହାନ୍ତି। ଏବଂ ନା ହିଁ ଘରକୁ ନାଁ ହିଁ ଜୀବନରେ ସୁଖ ସମୃଦ୍ଧି ଆସୁଛି। ତ ଏହାର କାରଣ ଏହାକି ଇଶ୍ଵର କିଏ ବି ହୁଅନ୍ତୁ ତାଙ୍କର ଭକ୍ତି ଏବଂ ପୂଜା ପାଠରେ କିଛି ନିୟମ ଥାଏ। ଆଉ ଆମେ ସେହି ନି-ୟ-ମକୁ ଧ୍ୟାନରେ ରଖି ଆମର ଇଷ୍ଟଦେବଙ୍କର ଆରୋଧନା କରିବା ଉଚିତ। ନଚେତ ଆମକୁ କୌଣସି ବି ଫଳ ମିଳିବ ନାହିଁ। ଏଥିପାଇଁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଘରକୁ ଆଣିବା ପାଇଁ ଆପଣଙ୍କୁ ବି ତାଙ୍କ ସହ ଯୋଡି ହୋଇଥିବା କିଛି ମହତ୍ୱପୂର୍ଣ କଥାକୁ ଧ୍ୟାନରେ ରଖିବା ଆବଶ୍ୟକ। କଣ ଆପଣ ଜାଣନ୍ତି କି ସୌଭାଗ୍ୟର ଦେବୀ ମା ଲକ୍ଷ୍ମୀ ଏବଂ ତାଙ୍କର ଭଉଣୀମାନେ ଦୁର୍ଭାଗ୍ୟର ଦେବୀ ଅଲକ୍ଷ୍ମୀ ଦୁହେଁ ସାଥୀ ହୋଇ ଦିନରେ ଏକ ସମୟରେ ଭ୍ରମଣରେ ବାହାରିଛନ୍ତି। ଆପଣ ଜାଣି ନାହାନ୍ତି ଯଦି ତାହେଲେ ଭଲ ଭାବରେ ଜାଣିନିଅନ୍ତୁ କି ମା ଲକ୍ଷ୍ମୀ ଓ ଅଲକ୍ଷ୍ମୀ ଦୁହିଁଙ୍କର ଭ୍ରମଣର ସମୟ ସକାଳ ୫.୩୦ ରୁ ୭.୩୦ ଏବଂ ସନ୍ଧ୍ୟା ୫.୩୦ ରୁ ୭.୩୦ ହୋଇଥାଏ। ଏହି ସମୟରେ ମା ଲକ୍ଷ୍ମୀଙ୍କୁ ଯେଉଁ ଘର ପସନ୍ଦ ଆସେ ସେ ସେହି ଘରେ ପ୍ରବେଶ କରନ୍ତି। ଏବଂ ଏହିପରି ଅଲକ୍ଷ୍ମୀଙ୍କୁ ମଧ୍ୟ ଯେଉଁ ଘର ପସନ୍ଦ ଆସେ ସେ ସେହି ଘରେ ପ୍ରବେଶ କରନ୍ତି। ଏଥିପାଇଁ ଏହି ବିଶିଷ୍ଟ ସମୟରେ ଆମେ ଚେଷ୍ଟା କରିବା ଉଚିତ କି ମା ଲକ୍ଷ୍ମୀ ହିଁ ଆମର ଘରକୁ ଆକର୍ଷିତ ହୁଅନ୍ତୁ। ଏବଂ ଆମର ଘରେ ପ୍ରବେଶ କରନ୍ତୁ ଏବଂ ଅଲକ୍ଷ୍ମୀ ଆମର ଘର ଠାରୁ ଦୂରରେ ରୁହନ୍ତୁ। ତେବେ ଆସନ୍ତୁ ଆଜି ଆମେ ଜାଣିବା ସକାଳ ଏବଂ ସନ୍ଧ୍ୟାର ୫.୩୦ ରୁ ୭.୩୦ ଏହି ୨ଘଣ୍ଟା ବିଶେଷ ସମୟରେ ଆମେ କେଉଁ କଥାର ଧ୍ୟାନ ରଖିବା ଉଚିତ। ଯେଉଁଥିରେ ମା ଲକ୍ଷ୍ମୀ ଆମର ଘରେ ପ୍ରବେଶ କରିବେ ଏବଂ ଅଲକ୍ଷ୍ମୀ ଆମର ଘରଠାରୁ ଦୂରରେ ରହିବେ। ତା ସହିତ ଆମେ ଏହା ମଧ୍ୟ ଜାଣିବା କି ନିତିଦିନିଆ ଜୀବନରେ ଆମେ କେଉଁ କଥାର ଧ୍ୟାନ ରଖିବା ଉଚିତ। ଯେଉଁଥିରେ ଆମର ଘର ପରିବାରର ସବୁ ସଂ-କ-ଟ ଦୂରରେ ରହିବ। ଖୁସି ସୁଖ ଶାନ୍ତି ଆସିବ। ଓ ଆସନ୍ତୁ ଜାଣିବା ସକାଳ ଏବଂ ସନ୍ଧ୍ୟାର ଗୋଟେ ଘଣ୍ଟା ଆମର ଜୀବନରେ କିପରି ଖୁସି ନେଇଆସିବ।
ପ୍ରଥମ କଥା। ଏହା ଧ୍ୟାନରେ ରଖନ୍ତୁ କି ମା ଲକ୍ଷ୍ମୀଙ୍କୁ ଗନ୍ଧିଆ ଅ-ପସ-ନ୍ଦ ଅଟେ ତେଣୁ ସବୁବେଳେ ଖାସ କରି ସକାଳ ଏବଂ ସନ୍ଧ୍ୟାକୁ ୫.୩୦ ରୁ ୭.୩୦ ରେ ଆମର ଘରର ମୁଖ୍ୟ ଦ୍ୱାରରେ କୌଣସି ବି ପ୍ରକାରର ଗନ୍ଧିଆ ଆବର୍ଜନା ନହୋଇ ନହେଲେ ମା ଲକ୍ଷ୍ମୀ ଆପଣଙ୍କ ଘରର ଦ୍ୱାର ସାମ୍ନାରୁ ହିଁ ଫେରିଯିବେ।ଏବଂ ଗନ୍ଧିଆ ଆବର୍ଜନାକୁ ପସନ୍ଦ କରୁଥିବା ଅଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ। ଯେଉଁଥିରେ ଆପଣଙ୍କ ଘରେ ଦୁ-ର୍ଭା-ଗ୍ୟ ବନି ରହିବ।