ଦେଶ ବିଦେଶ

ସକାଳୁ ସକାଳୁ ଯିଏ ବି ନାଭିରେ ଲଗାଇଛି ଏହି ଛୋଟ ଜିନିଷ, ଚମକି ଉଠିବ ତାହାର ଭାଗ୍ୟ

କହିବାକୁ ଗଲେ ମନୁଷ୍ୟର ଶରୀରର ସମସ୍ତ ଅଂସ ଖାସ ଓ ମହତ୍ଵପୂର୍ଣ ହୋଇଥାଏ । କିନ୍ତୁ ଆଜି ଆମେ ନାଭି ବିଷୟରେ କିଛି ରୋଚକ ପୂର୍ଣ କଥା କହିବାକୁ ଯାଉଛୁ । ଯାହା ମାନବ ଶରୀରର କୋମଲ ଅଙ୍ଗ ମଧ୍ୟରୁ ଗୋଟିଏ ଅଟେ । କହିବାକୁ ଗଲେ ନାଭିକୁ ନେଇ ଲୋକମାନଙ୍କ ମଧ୍ୟରେ ବହୁତ ଭ୍ରମ ଅଛି । ଏତିକି ନୁହେଁ ଶାସ୍ତ୍ର ଗୁଡିକରେ ବି ନାଭିର ସ୍ଥିତିର ବାକଷା ମିଳିଥାଏ । ଅନ୍ୟ ପଟେ ଆପଣଙ୍କୁ କହିଦେଉଛୁ କି ସମସ୍ତେ ଏହା ଚାହାନ୍ତି କି ତାକୁ ଏତେ ଟଙ୍କା ମିଳଯାଉ କି ସେ ଏକ ଭଲ ଲାଇଫ ଷ୍ଟାଇଲରେ ବଞ୍ଚି ପାରିବେ ।

କିନ୍ତୁ ସମସ୍ତଙ୍କ ଏହି ଇଚ୍ଛା ପୁରା ହୋଇ ପାରେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଛୋଟ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଯଦି ଆପଣ କିଛି ଦିନ ପର୍ଯ୍ୟନ୍ତ କରୁଛନ୍ତି, ତେବେ ଆପଣ ଅଳ୍ପ ଦିନ ମଧ୍ୟରେ ହିଁ ଗରିବରୁ ଧନୀ ହୋଇଯିବେ । ଆମେ ସମସ୍ତ ଜାଣିଛୁ କି ହିନ୍ଦୁ ଧର୍ମରେ ପୂଜା ପାଠରେ ଇତ୍ରର ବ୍ୟବହାର କରାଯାଇଥାଏ । କିନ୍ତୁ ଏହା ସହିତ ହିଁ ଲୋକମାନେ ବାହାରକୁ ବୁଲିବାକୁ ଯିବା ପୂର୍ବରୁ ନିଜ ଉପରେ ଇତ୍ର ପକାଇ ଥାନ୍ତି ।

ଯାହା ଦ୍ଵାରା ସେମାନେ ସୁଗନ୍ଧିତ ହୋଇଯିବେ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଯଦି ଆପଣ ଘରୁ ବାହାରକୁ ଯିବା ପୂର୍ବରୁ ନିଜର ନାଭିରେ ଅଳ୍ପ ଇତ୍ର ଲଗାଉଛନ୍ତି ତେବେ ଆପଣଙ୍କ ଗୋଟିଏ ରାତିରେ ଭାଗ୍ୟ ବଦଳିପାରେ । ଆପଣଙ୍କୁ ବିଶ୍ଵାସ ହେଉ ନ ଥିବ କିନ୍ତୁ ଏହା ସତ୍ୟ ଅଟେ ।କହିବାକୁ ଗଲେ ଯଦି ଆପଣ ଘରୁ ବାହରିବା ପୂର୍ବରୁ ନିଜ ନାଭିରେ ଅଳ୍ପ ଇତ୍ର ଲଗାଇ ଦେଉଛନ୍ତି ତେବେ ଏହିଭଳି କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳିଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button