ଦେଶ ବିଦେଶ

ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ମହିଳାଙ୍କ ଏହି ଗୋଟିଏ ଜିନିଷ, ହୋଇଯିବ ଅକାଳ ମୃତ୍ୟୁ

ବନ୍ଧୁଗଣ ନାରୀ ଙ୍କ ଏହି ଜିନିଷ ଦେଖୁଥିବା ବ୍ୟକ୍ତି ଙ୍କୁ ମହାପାପୀ ବୋଲି ଶାସ୍ତ୍ର ରେ କୁହାଯାଏ । ଆସନ୍ତୁ ଜାଣିବା ମହିଳା ମାନଙ୍କର କେଉଁ ସବୁ ଜିନିଷ ଦେଖିବା ଦ୍ୱାରା ମହିଳା ମାନକର ହୋଇଥାଏ ଅକାଳ ମୃତ୍ୟୁ । ଆଚାର୍ଯ୍ୟ ଚାଣକ୍ୟଙ୍କୁ ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି ଭାବରେ ମାନାଯାଇ ଅଛି । ଚାଣକ୍ୟଙ୍କ ଅନୁସାରେ ଯେଉଁ ପୁରୁଷ ମହିଳା ମାନଙ୍କର ଏହି ଜିନିଷ ସବୁ ଦେଖିଥାଏ ତାହାର ହୋଇଥାଏ ଅକାଳ ମୃତ୍ୟ ।

ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତିଙ୍କୁ ପୃଥିବୀରେ ମହାପାପୀ ବୋଲି କୁହାଯାଇ ଥାଏ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ମହିଳା ମାନଙ୍କୁ ଦେଖି ଖରାପ କଥା ଚିନ୍ତା କରିଥାଏ ସେହି ବ୍ୟକ୍ତି ମାନଙ୍କୁ ପୁନର୍ଜନ୍ମ ମିଳିନଥାଏ । ଏହି ବ୍ୟକ୍ତି ମାନେ ପାପୀ ହୋଇଥାନ୍ତି । ତେବେ ଏହା ଥିଲା ମହିଳା ମାନଙ୍କର କେଉଁ ଜିନିଷ ଦେଖିବା ଦ୍ୱାରା ହୋଇଥାଏ ଅକାଳ ମୃତ୍ୟୁ । ତେଣୁ ଏଭଳି କାର୍ଯ୍ୟ କରନ୍ତୁ ନାହିଁ ଏବଂ ଏହି ମହାପାପର ଭାଗିଦାର ହୁଅନ୍ତୁ ନାହିଁ ।

ଆପଣ ମାନେ ସର୍ବଦା ଧାର୍ମିକ ଭାବନା ନିଜର ମନରେ ଜନ୍ମାନ୍ତୁ । ଆପଣ ମାନେ ସର୍ବଦା ଈଶ୍ୱରଙ୍କର ପ୍ରତି ବିଶ୍ଵାସ ରଖନ୍ତୁ । ନିଜର ମାନକୁ ସର୍ବଦା ସଫା ରଖନ୍ତୁ । ଆପଣ ମାନେ ସର୍ବଦା ନାରୀ ମାନଙ୍କୁ ସମ୍ମାନ କରନ୍ତୁ । ସେମାନଙ୍କୁ ଖରାପ ଦୃଷ୍ଟିରେ ଦେଖନ୍ତୁ ନାହିଁ । କାରଣ ସେ ବି କାହାର ଭଉଣୀ ଏବଂ ସ୍ତ୍ରୀ । ତେଣୁ ସେମାନଙ୍କୁ ସମ୍ମାନ ଦିଅନ୍ତୁ । ଯଦି ଆପଣ ମାନେ ସେମାନଙ୍କୁ ସମ୍ମାନ ଦେବେ ତେବେ ଆପଣ ମାନଙ୍କର ଭଉଣୀ, ସ୍ତ୍ରୀ ଏବଂ ମାଆକୁ ମଧ୍ୟ କେହି ସମ୍ମାନ ଦେବେ ।

ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ମହିଳା ମାନଙ୍କୁ ବା କୌଣସି ଏକ ମାଆ ତାର ଶିଶୁକୁ ସ୍ତନ୍ୟପାନ କରାଉଥିବା ସମୟର ଦୃଶ୍ୟ ଦେଖିଥାଏ ଏବଂ ସେହି ଦୃଶ୍ୟକୁ ଦେଖି ନିଜ ମନରେ ଖରାପ ଭାବନା ଆଣିଥାଏ ଯେମିତିକି ତାସହିତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିବା ପାଇଁ ଇଚ୍ଛା ହୋଇଥାଏ ।

ଏହି ବ୍ୟକ୍ତି ମାନେ ନିଜର ମୃତ୍ୟୁକୁ ଆମନ୍ତ୍ରଣ କରିଥାନ୍ତି । ଏପରି ବ୍ୟକ୍ତି ମାନଙ୍କୁ ନର୍କରେ ମଧ୍ୟ ସ୍ଥାନ ମିଳି ନଥାଏ । ଏପରି ବ୍ୟକ୍ତି ମାନେ ସର୍ବଦା ମୁର୍ଖ ହୋଇଥାନ୍ତି । ଏମାନେ ଶାନ୍ତିରେ ରହିପାରିବେ ନାହିଁ । ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ମହିଳା ମାନଙ୍କୁ ସମ୍ମାନ କରି ନଥାଏ ସେହି ବ୍ୟକ୍ତି ନିଜର ଜୀବନରେ କେବେବି ଉନ୍ନତି କରିପାରି ନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button