ଓଡିଶା

ରେଲୱେ ଜେଇଙ୍କ ହାତଗୋଡ଼ ବାନ୍ଧି ଘରୁ ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା: ବନ୍ଧମୁଣ୍ଡା ଡିଜେଲ କଲୋନୀରେ ରେଲୱେ ଜେଇଙ୍କ ଘରୁ ସଶସ୍ତ୍ର ଡକାୟତି। ଜେଇଙ୍କୁ ବାନ୍ଧି ପରିବାରଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ୩୫ ଭରିରୁ ଆଧିକ ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା। ଅଭିଯୋଗପରେ ବନ୍ଧମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। ରେଲୱେ ଜେଇ ଦିଲ୍ଲିପ ପଣ୍ଡାଙ୍କ ଘର ପାଚେରୀ ଭାଙ୍ଗି ଓ ଝରକା ଲୁହାକୁ କଟରରେ କାଟି ଲୁଟ କରୁଛନ୍ତୁ ଦୁର୍ବୃତ୍ତ।ଡକାୟତି କରିବା ସମୟରେ ଦୁର୍ବୃତ୍ତମାନେ ସିସିଟିଭିକୁ ଭାଙ୍ଗି ଦେଇଥିବା ଅଭିଯୋଗ।

Related Articles

Leave a Reply

Your email address will not be published. Required fields are marked *

Back to top button