ଦୁନିଆର ସବୁ ଝିଅଙ୍କୁ ପଟେଇ ପାରିବେ, ଏହି ୩ଟି କାମ କରନ୍ତୁ ।
କ’ଣ ଆପଣ single ଅଛନ୍ତି ଆଉ ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଯେ ଆପଣ single କ’ଣ ପାଇଁ ଅଛନ୍ତି । ଆପଣ ବହୁତ୍ ଝିଅଙ୍କୁ propuse କରି ସାରିଲେଣି କିନ୍ତୁ ଝିଅମାନେ ଆପଣଙ୍କୁ ମନା କରି ଦେଉଛନ୍ତି । ଆଉ ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଯେ ଝିଅମାନେ ଏମିତି କ’ଣ ପାଇଁ କରୁଛନ୍ତି । ଏହି ତିନୋଟି ଭୁଲ୍ ପାଇଁ ସମସ୍ତ ଝିଅ ଆପଣଙ୍କୁ ମନା କରି ଦେଉଛନ୍ତି । କ’ଣ କ’ଣ ସେହି ଭୁଲ୍ ଗୁଡ଼ିକ ଜାଣିବା ପାଇଁ ଏହି ପ୍ରସଙ୍ଗଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
୧. ଭିକ ମାଗୁଛନ୍ତି ।
ଆପଣ ପ୍ରଥମେ ଯାହା ଭୁଲ୍ କରୁଛନ୍ତି ଆପଣ ଭିକ ମାଗୁଛନ୍ତି । ଭିକ କ’ଣ ମାଗୁଛନ୍ତି ନା ପ୍ରେମର ଭିକ ମାଗୁଛନ୍ତି । କଥା ହେବା ପାଇଁ ଭିକ ମାଗୁଛନ୍ତି, attention ପାଇଁ ଭିକ ମାଗୁଛନ୍ତି, କିଛି ବି ପାଇଁ ଭିକ ମାଗୁଛନ୍ତି । କ’ଣ ପାଇଁ ନା କୌଣସି ବି ଝିଅ ଚାହାନ୍ତି ନାହିଁ କୌଣସି ବି ପୁଅ ତାଙ୍କୁ ଏପରି ଭିକ ମାଗନ୍ତୁ । କିନ୍ତୁ ତାଙ୍କୁ ବହୁତ୍ ମଜା ଲାଗିଥାଏ ଭିକ ପୁଅ ମାଗନ୍ତୁ କିନ୍ତୁ ଏପରି ଆପଣ କରିବା କଥା ନୁହେଁ । ଭାବନ୍ତୁ କି ଆପଣ ମିଠା ଖାଇବା ପାଇଁ ପସନ୍ଦ କରନ୍ତି ଏବଂ ଡରବି ଅଛି ଯେ ମିଠା ଖାଇବି ତ ଡାଇବେଟିସ ହୋଇଯିବ । ରୋଗ କେହି ନେବା ପାଇଁ ପସନ୍ଦ କରନ୍ତି ନାହିଁ କିନ୍ତୁ ମିଠା ଖାଇବା ପାଇଁ ସମସ୍ତଙ୍କର ପସନ୍ଦ ହୋଇଥାଏ । ଠିକ୍ ଏହିପରି ଝିଅମାନେ ଚାହିଁଥାନ୍ତି ପୁଅମାନେ ତାଙ୍କ ଆଗରେ ଗିଡିଗିଡାନ୍ତୁ, ପ୍ରେମର ଭିକ ମାଗନ୍ତୁ, ତାଙ୍କୁ ନୋଟିସ୍ କରନ୍ତୁ, ପ୍ରଶଂସା କରନ୍ତୁ ଏହିସବୁ ଝିଅମାନେ ଚାହିଁଥାନ୍ତି । ଝିଅମାନେ ସେହି ଲୋକକୁ ଭାଉ ଦେଇଥାନ୍ତି ଯାହାଙ୍କ ପାଖରୁ ମିଳିନଥାଏ । ଆଉ ଥରେ ଶୁଣନ୍ତୁ ଝିଅମାନେ ତାଙ୍କୁ ଭାଉ ଦେଇଥାନ୍ତି ବା boy friend ବନାଇ ଥାନ୍ତି ଯିଏ ତାଙ୍କୁ ignour ବା ଅଣଦେଖା କରିଥାଏ । ଯଦି କୌଣସି ଝିଅ ଆପଣଙ୍କୁ ignour କରୁଛନ୍ତି ବା ଆପଣଙ୍କ କଥା ମାନୁ ନାହାନ୍ତି କ’ଣ କରିବ ନା ଆପଣ ବି ignour କରନ୍ତୁ । ପଟିବ ତ ଭଲ କଥା ନହେଲେ ଭାଡମେ ଯାଉ କ’ଣ ପାଇଁ ନା ଇଜ୍ଜତ ବହୁତ୍ ଜରୁରୀ । କିନ୍ତୁ ପ୍ରେମର ଭିକ କେବେ ମାଗନ୍ତୁ ନାହିଁ । ଏହି ଭୁଲ୍ କରିବ ବା ପ୍ରଥମ ଭୁଲ୍ ପ୍ରେମର ଭିକ ମାଗୁଛନ୍ତି ତ ବହୁତ୍ ବଡ଼ ଭୁଲ୍ କରୁଛନ୍ତି ।
Google
୨. ଭୁଲ୍ ତାଙ୍କର ଥାଏ କିନ୍ତୁ ଭୁଲ୍ ଆପଣ ମାଗି ଥାନ୍ତି
ଦ୍ଵିତୀୟ ଭୁଲ୍ ହେଉଛି ଭୁଲ୍ ତାଙ୍କର ଥାଏ କିନ୍ତୁ ଭୁଲ୍ ଆପଣ ମାଗିଥାନ୍ତି । ଯଦି ଆପଣ ଏପରି କରୁଛନ୍ତି ତେବେ ଆପଣଙ୍କୁ କୌଣସି ବି ଝିଅ ପସନ୍ଦ କରିବେ ନାହିଁ । ଯଦି ଆପଣ ଭାବିବେ ମୁଁ ତାଙ୍କ ପାଇଁ ଏଇଆ କରିଦେବି, ସେଇଆ କରିଦେବି, ଏମିତି ଆଣି ଦେବି, ଏମିତି କରୁଛନ୍ତି ସେମିତି କରୁଛନ୍ତି ମାନେ ତାଙ୍କ ବିଷୟରେ ବହୁତ୍ କିଛି ଭାବି ଥାନ୍ତି । ନାହିଁ ଝିଅମାନେ ତାଙ୍କୁ ପସନ୍ଦ କରନ୍ତି ଯାହାଙ୍କର ସୁନ୍ଦର ଜୀବନ ଥାଏ ବା କିଛି ଲକ୍ଷ୍ୟ ଥାଏ ତାଙ୍କୁ ପସନ୍ଦ କରନ୍ତି । ମାନେ ନାହିଁ ଯେ ଜୀବନକୁ ବରବାଦ କରିଦେବ ଏମିତି କେବେ କରିବ ନାହିଁ । ତାଙ୍କ ପାଇଁ ୨୪ ଘଣ୍ଟା ଭାବିବା କଥା ନୁହେଁ । ତାଙ୍କର ଯଦି କିଛି ଭୁଲ୍ ଅଛି ତ କୁହ ତୁମର ଭୁଲ୍ ଅଛି ବା ବୁଝାନ୍ତୁ କିନ୍ତୁ ଆପଣ ସେଥି ପାଇଁ sorry କୁହନ୍ତୁ ନାହିଁ । ଯଦି ଗୋଟେ ଥର ଏହି ଭୁଲ୍ କରିଦେଲ ତେବେ ଝିଅ ବାରମ୍ବାର ଏହି ଭୁଲ୍ କରିବେ ଏବଂ ଆପଣଙ୍କୁ ବାରମ୍ବାର ତାଙ୍କ ପାଦ ତଳେ ରଖିବେ । ଆଉ ଜୀବନ ସାରା ଲଭର ବନାଇ ପାରିବ ନାହିଁ କାନ୍ଦି କାନ୍ଦି ଜୀବନ ଯିବ । ତେବେ ଏହିପରି ଭୁଲ୍ ମଧ୍ୟ କେବେ କରନ୍ତୁ ନାହିଁ ।