ଦେଶ ବିଦେଶ

2 ପାଖୁଡା ରସୁଣର କମାଲ, ଦାନ୍ତର ପୋକକୁ ବାହାର କରି ଦାନ୍ତବିନ୍ଧା ଗାୟବ କରିଦେବ ରସୁଣର ଏହି ରାମବାଣ ଉପାୟ

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ସୁନ୍ଦର ଓ ସରଳ ଘରୋଇ ଉପଚାର । ଯାହାଦ୍ୱାରା ଆପଣ ବହୁ ଦିନ ରୁ ଲାଗି ରହିଥିବା ଦାନ୍ତ ବିନ୍ଧା ଯନ୍ତ୍ରଣା ରୁ ଚିର କାଳ ପାଇଁ ରକ୍ଷା ପାଇ ପାରିବେ । ବନ୍ଧୁଗଣ ଆପଣ ଜାଣିଛନ୍ତି କି ଖାଦ୍ଯରେ ସ୍ଵାଦ ପାଇଁ ବ୍ୟବହାର ହେଉଥିବା ରସୁଣ ଏକ ଏପରି ପଦାର୍ଥ ଯାହାକି ନା କେବେଳ ଖାଦ୍ଯରେ ସ୍ଵାଦ ବଢିଥାଏ, ଅପିତୁ ଏହା ସାହାର୍ଯ୍ୟ ରେ ଅନେକ ଗମ୍ଭୀର ରୁ ଗମ୍ଭୀର ରୋଗ ଦାଉ ରୁ ମଧ୍ୟ ମୁକ୍ତି ମିଳିଥାଏ ।

 

ଏହା ଶରୀର ରେ କ୍ୟାନ୍ସର ଭଳି ମାହାମାରୀ ରୋଗ ରୁ ମଧ୍ୟ ମଣିଷକୁ ରକ୍ଷା କରିଥାଏ । ତାହାଛଡା ଶରୀରରେ ହେଉଥିବା ଗଣ୍ଠି ଯନ୍ତ୍ରଣା, ମୁଦବିନ୍ଧା, ଥଣ୍ଡା କଫ ଆଦି ଅନେକ ପ୍ରକାର ର ରୋଗ କୁ ଏହା ଭଲ କରି ଦେଇଥାଏ । ସେହିପରି ଏହା ଦାନ୍ତ ରୁ ପୋକ ବାହାର କରିବାରେ ମଧ୍ୟ ଖୁବ ସାହାର୍ଯ୍ୟ କରିଥାଏ ।

କେବଳ ଏତିକି ହିଁ ନୁହେଁ ଅପିତୁ ଏହା ଦାନ୍ତ ବିନ୍ଧା ମୂଳରୁ ଶେଷ ମଧ୍ୟ କରି ଦେଇଥାଏ ।ବନ୍ଧୁଗଣ ଯଦି ଆପଣ ଦାନ୍ତ ବିନ୍ଧା କୁ ନେଇ ଅନେକ ଦିନରୁ ଚିନ୍ତିତ ହୋଇଥାନ୍ତି । ବନ୍ଧୁଗଣ ଆପଣ ପୂର୍ବରୁ ଅନେକ ବିଭିନ୍ନ ଔଷଧ ମାନ ତ ବ୍ୟବହାର କରିଛନ୍ତି ତେବେ ବନ୍ଧୁଗଣ ଆଜି ଏହି ଉପାୟ ଟିକୁ ମଧ୍ୟ ଥରେ ବ୍ୟବହାର କରି ଦେଖି ନିଅନ୍ତୁ ।

 

ବନ୍ଧୁଗଣ ପ୍ରାୟତଃ ଅଧିକ ମିଠା ଖାଇବା ଦ୍ଵାରା ଦାନ୍ତ ରେ ପୋକ ଲାଗିଯାଇଥାଏ । ଯାହା ଧୀରେ ଧୀରେ ଦାନ୍ତ ର କାଳ ରେ ଯନ୍ତ୍ରଣା ସୃଷ୍ଟି କରି ଦେଇଥାଏ । ଏହି ଯନ୍ତ୍ରଣା ଏତେ ମାତ୍ରା ରେ ପୀଡା ଦେଇଥାଏ କି ବେଳେ ବେଳେ ମଣିଷ କଥା କହିବାରେ ମଧ୍ୟ କଷ୍ଟ ଅନୁଭବ କରିଥାଏ । ତାହାଛଡା ଦାନ୍ତ ଯନ୍ତ୍ରଣା ରୁ ମଣିଷ ର ମୁଣ୍ଡ ମଧ୍ୟ ଯନ୍ତ୍ରଣା ହେବାର ଦେଖା ଦେଇଥାଏ ।

ଏହି କାରଣ ରୁ ବ୍ୟକ୍ତି ବହୁ କଷ୍ଟ ମଧ୍ୟ ଅନୁଭବ କରିଥାଏ । ନା ଅଧିକ ଥଣ୍ଡା କିଛି ଖାଇ ପଡ଼ିଥାଏ ନା ହିଁ ଅଧିକ ଗରମ କିଛି ଖାଇପାରେ । ବନ୍ଧୁଗଣ ଯଦି ଆପଣ ମଧ୍ୟ ଏପରି କଷ୍ଟ ଦେଇ ଗତି କରୁଛନ୍ତି, ତେବେ ବନ୍ଧୁଗଣ ଏହି କଷ୍ଟ ରୁ ମୁକ୍ତି ପାଇବା ନିମନ୍ତେ ଆପଣ କିଛି ରସୁଣ ର ଖୋଲା କୁ ନେଇ ତାହାର ଉପର ଚୋପା କୁ ଭଲ ଭାବରେ ଛଡାଇ ଦିଅନ୍ତୁ ।

 

ଏହାପରେ ସେହି ରସୁଣ କୁ ଛେଚି ଏହାର ରସ କୁ ନିଅନ୍ତୁ । ଏହାପରେ ଏହି ରସୁଣ ରସ ରେ ସମାନ ମାତ୍ରାରେ ଲବଙ୍ଗ ତେଲ ନେଇ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଏହି ତେଲ କୁ ଏକ ଛୋଟ ତୁଳା ଖଣ୍ଡ ସାହାର୍ଯ୍ୟ ରେ ଭଲ ଭାବରେ ନିଜ ଦାନ୍ତ ର ଚାରି ପାଖରେ ଲଗାନ୍ତୁ । ଏପରି କିଛି ଦିନ ପ୍ରୟୋଗ କରିବା ପରେ ଆପଣ ଦେଖିବେ କିଛି ଦିନ ରେ ହିଁ ଆପଣ ଙ୍କ ଦନ୍ତ ରୁ ପୋକ ବାହାରିଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button