ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ କ୍ରେଜି ମାଇଣ୍ଡ ଗେମ୍। ଏହି ଗେମ୍ ଦ୍ୱାରା ଆମେ ଆପଣ ମାନଙ୍କୁ ଆପଣଙ୍କ ବାହାଘର କେତେ ବୟସ ରେ ହେବ କହିଦେଇ ପାରିବୁ। ଏଥିପାଇଁ ଆପଣଙ୍କୁ ୧୦ଟି ପ୍ରଶ୍ନ ର ଉତ୍ତର ଦେବାକୁ ପଡିବ । ଯଦି ଆପଣ ଏହି ପ୍ରଶ୍ନ ଗୁଡିକ ଅନୁସାରେ ଆମକୁ ସଠିକ ଉତ୍ତର ଦେବେ ତେବେ ଆମେ ଆପଣଙ୍କୁ ଆପଣଙ୍କର ବିବାହ କେତେ ବୟସ ରେ ହେବ ତାହା ଆମେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧- କଣ ଆପଣ ଙ୍କୁ କେବେ ପ୍ରେମ ହୋଇଛି ?
1-ନା-୧
2-ହଁ-୪
3-ବୋଧ ହୁଏ-୨
4- ମୋତେ ଜଣା ନାହିଁ-୩
୨- ଯଦି ଆପଣ ଙ୍କୁ ଟାଇମ ଟ୍ରାଭେଲ ର ସୁଯୋଗ ମିଳେ ତେବେ ଆପଣ କେଉଁଠି କି ଯିବା ପାଇଁ ପସନ୍ଦ କରିବେ
1-ଭବିଷ୍ୟତ-୩
2-ଅତୀତ-୨
3-ଜଣା ନାହିଁ-୧
4- ବର୍ତ୍ତମାନ ରେ ରହିବାର ଅଛି-୪
୩-ନିଜ ବାଲ୍ୟକାଳ କୁ ଗୋଟିଏ ଶବ୍ଦ ରେ ବୟାନ କରନ୍ତୁ।
1-ବହୁତ ଭଲ-୪
2-ଟିକେ ଉଲଝନ-୧
3-ଦୁଃଖୀ-୨
4-ସାଧାରଣ-୩
୪- ଆପଣଙ୍କ ଜୀଵନ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆପଣଙ୍କ ପାଇଁ କଣ?
1-ପାଠ ପଢା-୨
2- ସାଙ୍ଗ ମାନେ-୧
3- ପରିବାର-୪
4- କିଛି ଅନ୍ୟ ଜିନିଷ-୩
୫- ଆପଣ କେତେ ବର୍ଷର ଅଛନ୍ତି।
1-୧୬ ରୁ କମ-୨
2-୧୬-୨୫-୩
3-୨୬-୩୩-୪
4-୩୪ ରୁ ଅଧିକ-୧
୬- କୌଣସି ଏକ ରଙ୍ଗ ବାଛନ୍ତୁ।
1-ନୀଳ-୨
2-ନାଲି-୩
3-ହଳଦିଆ-୪
4-ନାରଙ୍ଗୀ-୧
୭- ଆପଣ ରିଲେସନସିପ ବିଷୟ ରେ କଣ ଭାବନ୍ତି।
1-ଏହା ସବୁ ବେକାର-୧
2-ଏହା ବହୁତ ଦ୍ଵନ୍ଦ ଭରା ଥାଏ-୨
3-ସର୍ଵଦା ସପୋର୍ଟ ମିଳେ-୩
4-ଜୀଵନ ର ଗୁରୁତ୍ୱପୂର୍ଣ୍ଣ ଅଂଶ-୪
୮- ପ୍ରେମ କଣ ଥରେ ହୁଏ ।
1-ନା-୧
2-ହଁ-୩
3-ବୋଧ ହୁଏ-୪
4-ମୁଁ ଜାଣିନି-୨
୯- ଆପଣଙ୍କ ର କେତେ ସାଙ୍ଗ ଅଛନ୍ତି।
1-୧୦ ରୁ କମ-୧
2-୧୦-୨୫-୩
3-ପ୍ରାୟତଃ ୪୦-୨
4-ଗଣି ନାହାନ୍ତି-୪
୧୦- ଆପଣ ନିଜ ଡେଟ ରେ କେଉଁ ଆଡେ ଯିବାକୁ ପସନ୍ଦ କରିବେ।
1- କୌଣସି ରୋମାଣ୍ଟିକ ସ୍ଥାନ-୨
2-ଜଣା ନାହିଁ-୧
3-କ୍ୟାଣ୍ଡେଲ ନାଇଟ ଡିନର-୪
4-ପାର୍କ-୩
ଯଦି ଆପଣଙ୍କୁ ୧୦-୧୫ ପଏଣ୍ଟ ମିଳିଛି ତେବେ ଆଜକୁ ପ୍ରାୟ ୬ ବର୍ଷ ପରେ ଆପଣଂକୁ ନିଜ ଜୀଵନ ସାଥୀ ମିଳିବ।
ଯଦି ଆପଣ ଙ୍କୁ ୧୬-୨୦ ପଏଣ୍ଟ ମିଳିଛି ତେବେ ଆପଣ ଙ୍କୁ ଆଜକୁ ପ୍ରାୟଃ ୫ ବର୍ଷ ପରେ ଜୀଵନ ସାଥି ମିଳି ପାରେ ।
ଯଦି ଆପଣଙ୍କୁ ୨୧-୩୦ ଭିତରେ ପଏଣ୍ଟ ମିଳିଛି ତେବେ ଆପଣ ଙ୍କୁ ପ୍ରାୟଃ ୩ ବର୍ଷ ପରେ ଜୀଵନ ସାଥି ମିଳିବାର ସମ୍ଭାବନା ରହିଛି।
ଯଦି ଆପଣ ଙ୍କୁ ୩୧-୩୫ ଭିତରେ ପଏଣ୍ଟ ମିଳିଛି ତେବେ ଆପଣ ଙ୍କୁ ଦୁଇ ବର୍ଷ ପରେ ଆପଣଙ୍କ ଜୀଵନ ସାଥି ମିଳିବ।
ଯଦି ଆପଣ ଙ୍କୁ ୩୬-୪୦ ଭିତରେ ପଏଣ୍ଟ ମିଳିଛି ତେବେ ଆପଣ ଙ୍କୁ ଆପଣଙ୍କ ଜୀଵନ ସାଥୀ ଏକ ବର୍ଷ ପରେ ମିଳିବ