ଓଡିଶା

ସାମ୍ନାକୁ ଆସିଲା ବେଦାନ୍ତ ପାଉଁଶ ଗଦାର ସତ ,ଲୁଚାଇବାକୁ ଗଛ ଲଗାଉଛି କମ୍ପାନୀ । କାର୍ଯ୍ୟାନୁଷ୍ଠାନ ପାଇଁ ବଢ଼ିଲା ଦାବି

ନକବ୍ୟୁରୋ:ଝାରସୁଗୁଡା ବେଦାନ୍ତ କାରଖାନା ଉପରେ ପ୍ରଦୂଷଣ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ପଦାରେ ପଡିଛି ବେଦାନ୍ତର ପାଉଁଶ କାହାଣୀ। ଝାରସୁଗୁଡା ସମେତ ବରଗଡ, ସୁନ୍ଦରଗଡ ଓ ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ବେଦାନ୍ତ ପକ୍ଷରୁ ବେଆଇନ ପାଉଁଶ ପରିବହନ ଚାଲିଥିଲା। ବେଆଇନ ଭାବରେ ବେଦାନ୍ତ ପାଉଁଶ ପରିବହନ କରୁଥିବାବେଳେ ଲୋଲାଣ୍ଡ ଫିଲିଂ କହି ବେଦାନ୍ତ ଗୋଟିଏ ପରେ ଗୋଟିଏ ସ୍ଥାନରେ ପାଉଁଶର ପାହାଡ ତିଆରି କରି ଚାଲିଛି।

ଯାହା ଆଗାମୀ ଦିନରେ ସାରା ପଶ୍ଚିମ ଓଡିଶାକୁ ବିପଦରେ ପକାଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button