07/08 ମାର୍ଚ୍ଚ (ଦୋଳ ପୂର୍ଣ୍ଣିମା/ହୋଲି ) ଚୁପଚାପ୍ ଘରର ଏହି ୩ଟି ଜାଗାରେ ରଖିଦିୟନ୍ତୁ ଧଣିଆ, ମା’ ଲକ୍ଷ୍ମୀ କରିବେ ଧନର ବର୍ଷା
ବନ୍ଧୁଗଣ ଫାଲୁଗୁନ ପୂର୍ଣ୍ଣିମା କୌଣସି ସାଧାରଣ ପୂର୍ଣ୍ଣିମା ନୁହେଁ । ଏହି ଦିନ ମା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ଅବତରଣ କରିଥିଲେ । ଭଗବାନ ବିଶୁଣୁ ହିରଣ୍ୟକଶ୍ୟପ ନାମକ ରାକ୍ଷସ ବଦ୍ଧ କରିଥିଲେ ଏହି ଦିନ । ହିରଣ୍ୟକଶ୍ୟପର ଭଉଣୀ ହୋଲିକାର ଦହନ ବି ଏହି ଦିନ ହୋଇଥିଲା । ଏଥିପାଇଁ ପ୍ରତି ବର୍ଷ ହୋଲିର ପୂର୍ବ ଦିନ ଆମେ ହୋଲିକା ଦହନ ପାଳନ କରିଥାଏ ।
ଧନିଆର ଉପାୟ ସବୁବେଳେ ଆପଣଙ୍କୁ ଲାଭ ହିଁ ଲାଭ ଦେବ । ଏହି ଉପାୟ ଫାଲ୍ଗୁନ ପୂର୍ଣ୍ଣିମାରେ କରାଯାଇଥାଏ । ପ୍ରଥମ ଉପାୟରେ ଆପଣଙ୍କୁ ଦିନ ସମୟରେ କରିବାକୁ ହେବ । ସାକାଳୁ ସ୍ନାନାଦୀ କାର୍ଯ୍ୟ ସାରି ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଏହା ପରେ ହଳଦିଆ କପଡା ନିଅନ୍ତୁ । ଏଥିରେ 21ଟି ଧନିଆ ରଖିବା ପରେ ହଳଦୀ ଚଢନ୍ତୁ । ଏବେ ହଳଦିଆ କପଡାକୁ ନାଲି ସୂତାରେ ବାନ୍ଧି ଓସ୍ତ ଗଛ ମୂଳରେ ପାଣି ଅର୍ପଣ କରନ୍ତୁ ।
ଏହା ପରେ ଓସ୍ତ ଗଛରେ 7 ଥର ପରିକ୍ରମା କରନ୍ତୁ । ଏହା ପରେ ଧନିଆ କୁ ଆପଣ ଘରକୁ ଆଣି ପୂଜା ଘରେ ରଖନ୍ତୁ । ଯେଉଁ ରୁମରେ ଆପଣ ଧିକ ସମୟ ବିତାଉଛନ୍ତି ସେହି ରୁମରେ ମାର୍ଚ୍ଚ 7 ତାରିଖରେ ଧନିଆକୁ ନେଇ ରଖିବାର ଅଛି । ଏହି ଉପାୟ କରି ଦିଅନ୍ତୁ ତେବେ ମାନି ଚାଲନ୍ତୁ ପୁରା ବର୍ଷ ରାହୁ-କେତୁ ଆପଣଙ୍କର ସାଥ ଦେବେ । ଆପଣଙ୍କର ଗ୍ରହ ନକ୍ଷତ୍ର ସାଥ ଦେବେ । ଜୀବନରୁ ସବୁ ସମାସ୍ୟ ଚାଲିଯିବ ।
ଆଉ ଏକ ଉପାୟ ହେଉଛି ମାର୍ଚ୍ଚ 7ରେ ସନ୍ଧ୍ୟା ପରେ ଏହା କରିବାକୁ ହେବ । ଘିଅର ଦୀପ ନେଇ ଭଗବାନ ବିଶୁଣୁଙ୍କ ବୀଜ ମନ୍ତ୍ର ଓମ ନମହ ଭଗବତେ ନମହ କୁହନ୍ତୁ । ଏହା ପରେ ଓସ୍ତ ଗଛ ପାଖକୁ ଯାଇ ଘିଅର ଦୀପ ଜଳାଇ ଦିଅନ୍ତୁ । ସେହି ସମୟରେ ଆପଣଙ୍କ ହାତରେ 5ଟି ଧନିଆ ନେଇ ପୂର୍ବ ଦିଗରେ ଭସାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ରହିଥିବ ତାହା ଦୂର ହୋଇଯିବ ।
ଶେଷ ଉପାୟଟି ହେଉଛି ନାଲି ପେପର ନେଇ 3ଟି ଧନିଆ ରଖନ୍ତୁ । ସେହି ପେପରକୁ ନାଲି ସୂତାରେ ବାନ୍ଧି ଦିଅନ୍ତୁ । ଏହା ପରେ କେହି ଆପଣଙ୍କର ପଇସା ଫେରାଉ ନ ଥିଲେ ସେହି ବ୍ୟକ୍ତିଙ୍କ ନାମ ନେଇ ବହି ଯାଉଥିବା ନଦୀରେ ଭସାଇ ଦିଅନ୍ତୁ । ଏତିକି କରିଲେ ଯେଉଁ ବ୍ୟକ୍ତି ଆପଣଙ୍କ ଠାରୁ କରଜ ନେଇଥିଲେ ତାହା ଫେରାଇ ଦେବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।