ରାଶିଫଳ

7 ମାର୍ଚ୍ଚରେ 70 ବର୍ଷ ପରେ ଦେଖାଦେବ ଫାଲ୍ଗୁନ ପୂର୍ଣ୍ଣିମାର ଚାନ୍ଦ, ଏହି 4 ରାଶିରେ ଲାଗିବ ଲଟେରୀ

ନମସ୍କାର ବନ୍ଧୁଗଣ, ଆସନ୍ତା କାଲି ହେବାକୁ ଯାଉଥିବା ଫାଲଗନ ପୁର୍ଣିମା ରାତିରେ ଦେଖା ଯାଉଥିବା ଚାନ୍ଦ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ଆଲୋକ ଭରିଦେବ । ଫାଲଗୁନ ପୁର୍ଣିମା ଦିନ ହେଉଥିବା ମହାସଂଯୋଗର ପ୍ରାଭାବ ରାଶି ମାନଙ୍କ ଉପରେ ଆଶୀର୍ବାଦ ପକାଇବାକୁ ଯାଉଛି । ଯେଉଁ ରାଶିର ବ୍ୟକ୍ତିଙ୍କ ଉପରେ ଫାଲଗନ ପୁର୍ଣିମାର ଶୁଭ ପ୍ରଭାବ ରହିବ ସେମାନେ ରାଜା ସଦୃଶ ହୋଇଯିବେ । ନିଜ ହାତ ପାଖରେ ସବୁ ପାଇବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ଏବଂ ଚମତ୍କାରୀ ରାଶିଗୁଡିକ ସମ୍ପର୍କରେ ।

ମେଷ ରାଶି: ଆପଣଙ୍କ ଭାଗ୍ୟର ଦ୍ଵାର ଏବେ ଖୋଲିବା ପାଇଁ ଯାଉଛି । ଏହି ପର୍ବରେ ହେଉଥିବା ମହାସଂଯୋଗ ଆପଣଙ୍କୁ ପ୍ରଚୁର ଧନଲାଭ କରାଇବ । ଧନ ସହ ଯୋଡି ହୋଇ ରହିଥିବା ସବୁ ସମସ୍ୟା ଆପଣଙ୍କ ଜୀବନରୁ ଚାଲିଯିବ । ଆପଣଙ୍କର କୌଣସି ମିତ୍ରଙ୍କର ସହାୟତାରେ ଆପଣଙ୍କ ଆୟର ସ୍ରୋତ ବଢିବ । ହଠାତ ଆପଣଙ୍କୁ କେଉଁଠାରୁ ଧନ ମିଳିବ । କିନ୍ତୁ ଅଧିକ ଉତ୍ସାହିତ ହୋଇ କିଣା କିଣି ନକରିବା ଉଚିତ । ଏହା ଆପଣଙ୍କ ଖର୍ଚ୍ଚକୁ ଅଧିକ ମାତ୍ରାରେ ବଢାଇ ଦେଇପାରେ । ବ୍ୟାପାର ବାଣିଜ୍ୟରେ ଉନ୍ନତି ଦେଖା ଦେବ । ଚାକିରି କରୁଥିବା ବ୍ୟକ୍ତିଙ୍କର କାର୍ଯ୍ୟସ୍ଥଳରେ ମାନ ସମ୍ମାନ ବଢିବ । ଜାଗାବାଡି ବାଡି କିଣିବାର ଯୋଗ ରହିଛି ।

କନ୍ୟା ରାଶି: ଆପଣଙ୍କ ପାଇଁ ଏହି ଫାଲଗୁନ ପୁର୍ଣିମା ଧନ ସୁଖ ଆଣିଦେବ । ବର୍ତ୍ତମାନ ପର୍ଯ୍ଯନ୍ତ ଆପଣ କରିଥିବା ପରିଶ୍ରମ ଆପଣଙ୍କୁ ସମାଜରେ ଏକ ନୂତନ ପରିଚାୟ ଦେବ । ଏବଂ ସମସ୍ତଙ୍କ ଠାରୁ ମାନ ସମ୍ମାନ ମଧ୍ୟ ମିଳିବ । ଆକସ୍ମିକ ଭାବରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବ । ବ୍ୟାପାର ବାଣିଜ୍ୟରେ ବୃଦ୍ଧି ହେବାକୁ ଲାଗିବ । ବିଦେଶ ଯାତ୍ରାରୁ ଆପଣଙ୍କୁ ଲାଭ ମିଳିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ଧ୍ୟାନ ଦେବା ଉଚିତ । ବ୍ୟାପାର ବାଣିଜ୍ୟ ପ୍ରତି ଧ୍ୟାନ ଦେବା ମଧ୍ୟ ଉଚିତ । ନଚେତ କ୍ଷତି ହେବାର ସମ୍ଭାବନା ରହିଛି ।

ମକର ରାଶି: ଆପଣଙ୍କ ଭାଗ୍ୟ ସହ ବର୍ତ୍ତମାନ କେହି ବି ଯେତେ ଚେଷ୍ଟା କରିବା ପରେ ମଧ୍ୟ ପହଞ୍ଚିପାରିବେ ନାହିଁ । ଏହି ପର୍ବ ଆପଣଙ୍କୁ ବହୁତ ଅଧିକ ଲାଭବାନ କରିବା ସହ । ଆପଣଙ୍କୁ ଅନେକ ଶୁଭ ଫଳ ମଧ୍ୟ ଦେବ । ଆପଣଙ୍କୁ କୌଣସି ମହତ୍ବପୂର୍ଣ କାର୍ଯ୍ୟର ନେତୃତ୍ଵ ନେବାର ସୁଯୋଗ ମିଳିପାରେ ଏହି ସମୟରେ ।

ସିଂହ ରାଶି:ଆପଣଙ୍କ ଉପରେ ଏହିଦିନ ମାତା ଲକ୍ଷ୍ମୀଙ୍କ ଅସୀମ କୃପା ରହିବା ପାଇଁ ଯାଉଛି । ଯେଉଁମାନେ ଚାକିରି କରିଛନ୍ତି ନ ସେମାନଙ୍କୁ ଚାକିରିରେ ଉନ୍ନତି ଦେଖିବା ପାଇଁ ମିଳିବ । ବିଦେଶରେ ଚାକିରି କରିବା ପାଇଁ ସ୍ଵପ୍ନ ଦେଖୁଥିବା ବ୍ୟକ୍ତିଙ୍କ ସ୍ଵପ୍ନ ଏବେ ବାସ୍ତବତାରେ ପରିଣତ ହେବ । ଆପଣଙ୍କ ସେହି ସ୍ଵପ୍ନ ଏବେ ସତ ହେବ । ଘର ପରିବାର ମଧ୍ୟରେ ହସ ଖୁସିର ବାତାବରଣ ଖେଳିଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button