ଓଡିଶା

ମର୍ମନ୍ତଦ ସଡକ ଦୁର୍ଘଟଣା : ୨ ମୃତ – bajravana

[ad_1]

ଭୁବନେଶ୍ୱର, ୦୮/୬ : ଯାଜପୁର ବଡଚଣା କଡେଇ ଛକରେ ଘଟିଛି ମର୍ମନ୍ତଦ ସଡକ ଦୁର୍ଘଟଣା । ଏକ ସିମେଣ୍ଟ ବୋଝେଇ ଟ୍ରକ ସହ ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତିି । ୭ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button